');}

Category: AAP

ଆମ ଆଦମୀ ପାର୍ଟି କ’ଣ ଏକ ‘ଜୋକର ଗୁଚ୍ଛ’ ?

ଜୋକର ଗୁଚ୍ଛ-     କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବେଣୀ ପ୍ରସାଦ ବର୍ମାଙ୍କର ଏକ ବକ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯାହାର ଶିରୋନାମା ହେଉଛି Beni Prasad Calls Aam Aadmi Party a ‘Bunch of Jokers’ (News-X, YouTube) । ଅର୍ଥାତ୍ ବେଣୀ ପ୍ରସାଦଙ୍କ ଦୃଷ୍ଟିରେ ଆମ ଆଦମୀ ପାର୍ଟି ଜୋକର ମାନଙ୍କର ଗୋଟିଏ ଗୁଚ୍ଛ । ଏହି ଭଳି ମନ୍ତବ୍ୟ ସେ କରିଛନ୍ତି ଯେତେବେଳେ ଗଣ ମାଧ୍ୟମ ଆମ ଆଦମୀ ପାର୍ଟିର ଜଣେ ଅତ୍ୟନ୍ତ […]

ଆମ ଆଦମୀ ପାର୍ଟି ର ସାଫଲ୍ୟ ଓ କିଛି ପ୍ରତିକ୍ରିୟା

ଡିସେମ୍ବର ୪ ଦୀଲ୍ଲୀ ବିଧାନ ସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ସଫଳତା ଅତ୍ୟନ୍ତ ଚକ୍ଷୁ ଉନ୍ମେଷକାରୀ ହୋଇଛି । ଗଣ ମାଧ୍ୟମରେ ବିଶେଷତଃ ଇଲେକଟ୍ରୋନିକ ଗଣ ମାଧ୍ୟମରେ ଏହି ସଫଳତାକୁ ନେଇ ଆହ୍ଲାଦ, ଆଲୋଚନା ଓ କଳ୍ପନା-ଜଳ୍ପନା ସହ ପାର୍ଟିର ମୁଖିଆ ଓ ତାଙ୍କ ସହଯୋଗୀ ମାନଙ୍କର ଆଚରଣ ବେଶ ଉପଭୋଗ୍ୟ ହେଉଛି । ଏହି ସଫଳତା ବିଶେଷ ଗୁରୁତ୍ୱ ପାଇଛି କାରଣ ଏହାଦ୍ୱାରା ଦୀଲ୍ଲୀ ରେ ଝୁଲା ବିଧାନସଭାର ସ୍ଥିତି ଉପିଜିଛି । ମାତ୍ର […]

ଆମ ଆଦମୀ

‘ଆମ ଆଦମୀ’ ପଦର ପ୍ରକାର ଭେଦ ଓଡିଆ ଭାଷାରେ ‘ସାଧାରଣ ଲୋକ’ ର ପ୍ରୟୋଗ ଯେଉଁ ଅର୍ଥରେ ହୁଏ ହୀନ୍ଦୀ ଭାଷାରେ ‘ଆମ ଆଦମୀ’ ସେହି ଅର୍ଥରେ ହୋଇଥାଏ । ଗଣତନ୍ତ୍ରରେ  ‘ଆମ ଆଦମୀ’ ସବୁ ରାଜନୈତିକ ଦଳ ପାଇଁ ଖାସ ହୁଏ ବିଶେଷତଃ ନିର୍ବାଚନର ଅବ୍ୟବହିତ ପୂର୍ବରୁ ।  କିନ୍ତୁ ଏହି ପଦର ପ୍ରୟୋଗ ଯେ ଏକ ରାଜନୈତିକ ସ୍ଲୋଗାନ ଭାବେ କରାଯାଇପାରେ ଓ ସଫଳତା ହାସଲ କରାଯାଇ ପାରେ ତାହା ଜଣା ପଡିଲା ୨୦୦୪ […]