ଉଠ କଙ୍କାଳ
ଏହି ଶିରୋନାମାରେ ଓଡ଼ିଶାର ସୁନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଫୁଲ୍ଲ କର ତାଙ୍କର ନିୟମିତ ସ୍ତମ୍ଭ ‘ସାଉଁଟା କାହାଣୀ’ରେ ଏକ ଚମକ୍ରାର ଲେଖାଟିଏ ଲେଖିଛନ୍ତି (ଦ୍ରଷ୍ଟବ୍ୟ-ଧରିତ୍ରୀ, ୭/୫/୦୮)...
ଏହି ଶିରୋନାମାରେ ଓଡ଼ିଶାର ସୁନାମଧନ୍ୟ ଗାୟକ, ସଙ୍ଗୀତଜ୍ଞ ଶ୍ରୀଯୁକ୍ତ ପ୍ରଫୁଲ୍ଲ କର ତାଙ୍କର ନିୟମିତ ସ୍ତମ୍ଭ ‘ସାଉଁଟା କାହାଣୀ’ରେ ଏକ ଚମକ୍ରାର ଲେଖାଟିଏ ଲେଖିଛନ୍ତି (ଦ୍ରଷ୍ଟବ୍ୟ-ଧରିତ୍ରୀ, ୭/୫/୦୮)...
ଲାଗଲାଗ ଦୁଇଦିନରେ ଦୁଇଟି ଖବର ବେଶ୍ ଉଲ୍ଲେଖନୀୟ । ପ୍ରଥମ ଖବରର ଶିରୋନାମା ହେଉଛି ଲକ୍ଷ୍ମୀ ମିତ୍ତଲଙ୍କ କାର୍ଯ୍ୟାଳୟରେ ଫରାସୀ ଶ୍ରମିକଙ୍କ ଭଙ୍ଗାରୁଜା (ଧରିତ୍ରୀ, ତା୬/୪/୨୦୦୮, ପୃ-୧୧)...
୧୬-୩୦ଜାନୁଆରୀ, ୨୦୦୮ ବୁଦ୍ଧିଜୀବୀଙ୍କୁ ନିଜପଟକୁ ନେବାପାଇଁ କମ୍ପାନୀ ଓ କମ୍ପାନୀ ବିରୋଧୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହା ବୁଦ୍ଧିଜୀବୀଙ୍କର ସମାଜରେ ଗୁରୁତ୍ୱକୁ ନିଶ୍ଚିତ ଭାବରେ ଦର୍ଶାଉଛି...
୧୬-୩୦ଡିସେମ୍ବର, ୨୦୦୭ ଇଷ୍ଟ୍ଇଣ୍ଡିଆ କମ୍ପାନୀରୁ ବ୍ରିଟିଶ ଶାସନ ଭାରତ ଭୂଇଁରେ ପ୍ରତିଷ୍ଠା ହେଲା । ଏହି ଶାସନର ଉପôାଟନ ପାଇଁ ଯେଉଁମାନେ ଉଦ୍ୟମ କଲେ – ସେମାନଙ୍କୁ...
ନିୟମଗିରି ପର୍ବତରୁ ବକ୍ସାଇଟ ଉତ୍ତୋଳନ ବେଦାନ୍ତ କମ୍ପାନୀ କରିପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ୨୩/୧୧/୦୭ଦିନ ଏକ ରାୟ ଦେଇଛନ୍ତି, କିନ୍ତୁ ଏହି ଉତ୍ତୋଳନ କାର୍ଯ୍ୟ ଷ୍ଟେରିଲାଇଟ...
୨୧/୧୧/୨୦୦୭ବୁଧବାର ଦିନ କଲିକତା ସହର ଜଳିଲା । ବଙ୍ଗଳାଦେଶର ଲେଖିକା ତସଲିମା ନସ୍ରିନଙ୍କୁ ଭାରତରେ ରହିବା ପାଇଁ ଅନୁମତି ନ ଦେବାକୁ ଦାବି କରି ଆରମ୍ଭ ହୋଇଥିବା...
ଅନୁନ୍ନତ କାଶୀପୁର ଅଞ୍ଚଳରେ କଲେରାରେ ଶହ ଶହ ଲୋକଙ୍କର ପ୍ରାଣହାନିର ସମ୍ବାଦ ଗୋଟିଏ ପଟେ । ଆରପଟ ଅତି ଆଧୁନିକ ସହର ହାଇଦ୍ରାବାଦର ଅବସର ବିନୋଦନ ପାଇଁ...
୧୬-୩୦ଜୁଲାଇ ୨୦୦୭ ଯାହା ଏବେ ଘଟୁଛି ବା ଯେଉଁ ପ୍ରସ୍ତାବ ଏବେ ଆସୁଛି ଲୋକେ ତାକୁ ପ୍ରଶ୍ନ କଲେଣି-କାହାପାଇଁ? ଯେପରି ୨୦୧୦ରେ ଭାରତରେ ରାଜ୍ୟଗୋଷ୍ଠୀ ଖେଳକୁଦ (ଉକ୍ଟଜ୍ଞଜ୍ଞକ୍ଟଦ୍ଭଙ୍ଗରବକ୍ଷଗ୍ଧଷ...