ବେଦାନ୍ତ ଓ ପରିବେଶବିତ୍
ନିୟମଗିରି ପର୍ବତରୁ ବକ୍ସାଇଟ ଉତ୍ତୋଳନ ବେଦାନ୍ତ କମ୍ପାନୀ କରିପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ୨୩/୧୧/୦୭ଦିନ ଏକ ରାୟ ଦେଇଛନ୍ତି, କିନ୍ତୁ ଏହି ଉତ୍ତୋଳନ କାର୍ଯ୍ୟ ଷ୍ଟେରିଲାଇଟ...
ନିୟମଗିରି ପର୍ବତରୁ ବକ୍ସାଇଟ ଉତ୍ତୋଳନ ବେଦାନ୍ତ କମ୍ପାନୀ କରିପାରିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ୨୩/୧୧/୦୭ଦିନ ଏକ ରାୟ ଦେଇଛନ୍ତି, କିନ୍ତୁ ଏହି ଉତ୍ତୋଳନ କାର୍ଯ୍ୟ ଷ୍ଟେରିଲାଇଟ...
୨୧/୧୧/୨୦୦୭ବୁଧବାର ଦିନ କଲିକତା ସହର ଜଳିଲା । ବଙ୍ଗଳାଦେଶର ଲେଖିକା ତସଲିମା ନସ୍ରିନଙ୍କୁ ଭାରତରେ ରହିବା ପାଇଁ ଅନୁମତି ନ ଦେବାକୁ ଦାବି କରି ଆରମ୍ଭ ହୋଇଥିବା...
ଅନୁନ୍ନତ କାଶୀପୁର ଅଞ୍ଚଳରେ କଲେରାରେ ଶହ ଶହ ଲୋକଙ୍କର ପ୍ରାଣହାନିର ସମ୍ବାଦ ଗୋଟିଏ ପଟେ । ଆରପଟ ଅତି ଆଧୁନିକ ସହର ହାଇଦ୍ରାବାଦର ଅବସର ବିନୋଦନ ପାଇଁ...
୧୬-୩୦ଜୁଲାଇ ୨୦୦୭ ଯାହା ଏବେ ଘଟୁଛି ବା ଯେଉଁ ପ୍ରସ୍ତାବ ଏବେ ଆସୁଛି ଲୋକେ ତାକୁ ପ୍ରଶ୍ନ କଲେଣି-କାହାପାଇଁ? ଯେପରି ୨୦୧୦ରେ ଭାରତରେ ରାଜ୍ୟଗୋଷ୍ଠୀ ଖେଳକୁଦ (ଉକ୍ଟଜ୍ଞଜ୍ଞକ୍ଟଦ୍ଭଙ୍ଗରବକ୍ଷଗ୍ଧଷ...
ନନ୍ଦିଗ୍ରାମରେ ଗୁଳିକାଣ୍ଡ ବୁଦ୍ଧିଜୀବୀ ମହଲରେ ବହୁ ପ୍ରତିକ୍ରିୟା ସୃଷ୍ଟିକରିଛି ବୋଲି ସମ୍ବାଦପତ୍ରର ପୃଷ୍ଠାରୁ ଜଣାପଡ଼େ । କେତେଜଣ ସେମାନଙ୍କର ପଶ୍ଚିମବଙ୍ଗ ସରକାରଠାରୁ ପ୍ରାପ୍ତ ପୁରସ୍କାରକୁ ଫେରାଇ ଦେବାର...
୧୬-୩୧ ମାର୍ଚ୍ଚ ୨୦୦୭ କଳିଙ୍ଗନଗର ଉପରେ ଏକ ଲେଖା ଇତ୍ୟବସରରେ ପ୍ରକାଶିତ ହୋଇଛି ଯାହାର ଶିରୋନାମା ହେଉଛି ‘ବିଭ୍ରାନ୍ତିର ଉପତ୍ୟକା – କଳିଙ୍ଗନଗର’ । (ଦ୍ରଷ୍ଟବ୍ୟ ୧୧ମାର୍ଚ୍ଚ...
୧-୧୬ ମାର୍ଚ୍ଚ ୨୦୦୭ ଆମେରିକାର ରାସାୟନିକ କୀଟନାଶକ କମ୍ପାନୀ ଡାଓ କେମିକାଲ୍ସ ଭାରତୀୟ ଅଧିକାରୀଙ୍କୁ ମୋଟା ଅଙ୍କରେ ଘୁସ୍ ଦେଇଛନ୍ତି । (ଦ୍ରଷ୍ଟବ୍ୟ ‘ଦି ନୁ୍ୟ ସଣ୍ଡେ...