Kabita

ନାକ

ପୁରୁଷର ନାକ ପାଇଁ ନାକ ଦେବାକୁ ପଡେ ନାରୀକୁ — ପୁରାଣରେ ସୂର୍ପଣଖାକୁ, ଏକବିଂଶ ଶତାବ୍ଦୀରେ ଆଫଗାନ କନ୍ୟା ଆୟେଶାଞ୍ଚକୁ । ସତେଯେପରି ନାରୀ ପାଇଁ ବଦଳିନି...

  • 27/03/2017