Bada

ଅଶୋକ ଦାସ

୧୬-୩୧ ଜାନୁଆରୀ, ୨୦୦୯ ଅଶୋକ ଦାସ ଓଡ଼ିଶା ରାଜନୀତିରେ ଏକ ସୁପରିଚିତ ନାମ, ବିଜୁବାବୁଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପ୍ରତିଫଳନ । ଏକ ପ୍ରଚଣ୍ଡ ଦାମ୍ଭିକ ବ୍ୟକ୍ତିତ୍ୱର ଅଧିକାରୀ...

  • 17/09/2015

ବାଲୁକାର ଟାଣ

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଛାଡ଼ିବାକୁ ଧମକ ଦେଲେଣି । ସେ ବାଲୁକାଶିଳ୍ପୀ ଭାବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୋଇଛନ୍ତି । ଏହା କେହି ଅସ୍ୱୀକାର କରିବେ ନାହିଁ...

  • 17/09/2015

ବୁଶ୍ଙ୍କୁ ଜୋତାମାଡ଼

ଜର୍ଜ ଡବ୍ଲୁ୍ୟ ବୁଶ୍ ଆମେରିକାର ବିଦାୟୀ ରାଷ୍ଟ୍ରପତି । ଚଳିତମାସ ସେ ତାଙ୍କ ପଦବୀରୁ ଅବ୍ୟାହତି ନେବେ । ତାଙ୍କ ଗାଦିରେ ଓବାମା ବସିବେ । ବିଦାୟ...

  • 17/09/2015

ଆମେରିକାରୁ ଓଡ଼ିଆ

୧-୧୬ ଡିସେମ୍ବର, ୨୦୦୮ ଅନେକ ଓଡ଼ିଆ ଆମେରିକା ଗଲେଣି ଓ ରହିଲେଣି । ଆଇଟି.ଶିଳ୍ପରେ କାମକରୁଥିବା ଲୋକେ ତ ଯିବାଆସିବା କରୁଛନ୍ତି । ବିଶ୍ୱୀକରଣର ଏହା ଏକ...

  • 17/09/2015

ଆମେରିକୀୟ ଅଣୁଶକ୍ତି କମ୍ପାନୀକୁ ଜୀବନ୍ୟାସ

ଅଣୁଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ସପକ୍ଷରେ ମତ ହିରୋସୀମା-ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣର ଭୟାବହତାର ପରେ ପରେ ହିଁ ବ୍ୟାପକ ହେବା ଇତିହାସର ପୃଷ୍ଠାରୁ ଜଣାପଡ଼େ । ଏହି...

  • 17/09/2015

ଚୀନ୍ ଦେଶରେ ଗୁଣ୍ଡଦୁଗ୍ଧ ସ୍କାଣ୍ଡାଲ

୧-୧୬ ଅକ୍ଟୋବର, ୨୦୦୮ ୧୬-୩୦ଅକ୍ଟୋବର, ୨୦୦୮ ଚୀନ୍ଦେଶରେ ସାନଲୁ (Sanlu) ହେଉଛି ସବୁଠାରୁ ବଡ଼ ଗୁଣ୍ଡଦୁଗ୍ଧ ତିଆରି କମ୍ପାନୀ । ଏହାର ବିଦେଶୀ ଅଂଶୀଦାର ହେଉଛି ନୁ୍ୟଜିଲାଣ୍ଡ...

  • 17/09/2015

ମାଗାସେସେ ପୁରସ୍କାର – ଏସିଆର ନୋବେଲ

ଫିଲିପାଇନ୍ସର ରାଷ୍ଟ୍ରପତି (ନଭେମ୍ବର ୧୯୫୩-ମାର୍ଚ୍ଚ ୧୯୫୭) ରାମନ ମାଗାସେସେଙ୍କ ନାଁରେ ଆମେରିକାର ପ୍ରସିଦ୍ଧ ଶିଳ୍ପପତି ରକଫେଲର୍ ପରିବାର ଏହି ପୁରସ୍କାରଟିର ସ୍ଥାପନା କଲେ- ମାଗାସେସେଙ୍କର ମୃତୁ୍ୟ (୧୭ମାର୍ଚ୍ଚ...

  • 17/09/2015

କନ୍ଧମାଳରେ ଦଙ୍ଗା : ଧର୍ମ ଅନୁରକ୍ତିର ଅଭିବ୍ୟକ୍ତି ନା ଆଦିବାସୀର ହଂସଗୀତି!

୧୬-୩୦ ସେପ୍ଟେମ୍ବର, ୨୦୦୮ କନ୍ଧମାଳରେ ଦଙ୍ଗା ଦୁଇଦଶନ୍ଧି ଭିତରେ ବିଭିନ୍ନ ମାପରେ ସଙ୍ଗଠିତ ହୋଇଛି – ଯଦିଓ ଏଥରକ ଦଙ୍ଗାର ଭୟାବହତା ଓ ବ୍ୟାପକତା ପୂର୍ବ ଦଙ୍ଗାଗୁଡ଼ିକୁ...

  • 17/09/2015

ଅଜଣାକୁ ଭୟ କରନାହିଁ

ଏହା ୩୮ବର୍ଷ ବୟସ୍କ ଭାରତର ଭାବି ପ୍ରଧାନମନ୍ତ୍ରୀଭାବେ କଂଗ୍ରେସ ଦଳରୁ ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ପୁତ୍ର ସାଂସଦ ରାହୁଲ ଗାନ୍ଧୀଙ୍କର ସଂସଦ ଗୃହରେ ଆହ୍ୱାନ । ଯାହାକୁ...

  • 17/09/2015