କନ୍ଧମାଳରେ ଦଙ୍ଗା : ଧର୍ମ ଅନୁରକ୍ତିର ଅଭିବ୍ୟକ୍ତି ନା ଆଦିବାସୀର ହଂସଗୀତି!

୧୬-୩୦ ସେପ୍ଟେମ୍ବର, ୨୦୦୮ କନ୍ଧମାଳରେ ଦଙ୍ଗା ଦୁଇଦଶନ୍ଧି ଭିତରେ ବିଭିନ୍ନ ମାପରେ ସଙ୍ଗଠିତ ହୋଇଛି – ଯଦିଓ ଏଥରକ ଦଙ୍ଗାର ଭୟାବହତା ଓ ବ୍ୟାପକତା ପୂର୍ବ ଦଙ୍ଗାଗୁଡ଼ିକୁ...

  • 17/09/2015

ଅଜଣାକୁ ଭୟ କରନାହିଁ

ଏହା ୩୮ବର୍ଷ ବୟସ୍କ ଭାରତର ଭାବି ପ୍ରଧାନମନ୍ତ୍ରୀଭାବେ କଂଗ୍ରେସ ଦଳରୁ ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ପୁତ୍ର ସାଂସଦ ରାହୁଲ ଗାନ୍ଧୀଙ୍କର ସଂସଦ ଗୃହରେ ଆହ୍ୱାନ । ଯାହାକୁ...

  • 17/09/2015

ଅସଫଳ ବିଶେଷଜ୍ଞ

୧୬-୩୧ ଜୁଲାଇ, ୨୦୦୮ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ – ସେତେବେଳେ ମୁଦ୍ରାସ୍ଫୀତି ପହଞ୍ଚôଗଲାଣି ପାଖାପାଖି ଶତକଡ଼ା ୧୨ରେ...

  • 17/09/2015

ଆମେରିକାପ୍ରେମୀ ଭାରତୀୟ

୧୬-୩୦ ଜୁନ୍, ୨୦୦୮ ଗଣମାଧ୍ୟମରେ ପ୍ରକାଶପାଇଛି ଯେ, ୨୦୦୨ ମସିହାରୁ ଯେତେବେଳେ ସାରା ପୃଥିବୀରେ ଆମେରିକାର ଭାବମୂର୍ତ୍ତି ନିମ୍ନଗାମୀ ହୋଇଛି ସେତେବେଳେ ଭାରତରେ ଆମେରିକାର ଜନପ୍ରିୟତାର ନାଟକୀୟ...

  • 17/09/2015

ବୁଶ୍ଙ୍କ ସପକ୍ଷରେ

ବିଶ୍ୱରେ ଖାଦ୍ୟାଭାବ ଚହଳ ପକାଇଛି । କାହିଁକ ଏପରି ହେଲା – ତା’ର କାରଣ ଖୋଜା ଚାଲିଛି । ପରିବେଶଗତ, ଜୈବଇନ୍ଧନ ପାଇଁ ଖାଦ୍ୟଶସ୍ୟର ବ୍ୟବହାର ଇତ୍ୟାଦିକୁ...

  • 17/09/2015

ବିଦୁ୍ୟତ କାଟ୍ ଓ ରାଜ୍ୟପାଳ

୧୬-୩୦ ମେ, ୨୦୦୮ ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଜଭବନରେ ବିଦୁ୍ୟତ୍ କାଟ ନିଦେ୍ର୍ଧଶ ଦେଇ କ୍ଷମତାସୀନ ସି.ପି.ଏମ୍. ଦଳର ସମାଲୋଚନାର ଶରବ୍ୟ ହେବା ଖବର ଗଣମାଧ୍ୟମରେ...

  • 17/09/2015

ରନô ପାଇଁ ଦଉଡ଼

୧-୧୬ ଫେବୃୟାରୀ, ୨୦୦୮ ଏବର୍ଷ ରନô ପାଇଁ ଦଉଡ଼ରେ କେହି ସଫଳ ହେଲେନାହିଁ । ପ୍ରତ୍ୟେକ ରାଜନୈତିକ ଦଳ ତା’ର ମୁଖିଆ ପାଇଁ ଏହି ରନô ଦାବି...

  • 17/09/2015

ବୃତ୍ତ ଓ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମରେ ଏକ ବୃତ୍ତ ଦିଆଯିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନ୍ସ୍ କଲେଜ (St.John’s College)ର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି...

  • 17/09/2015

ଗୁପ୍ଚୁପ୍ ଓ ମୁଖ୍ୟମନ୍ତ୍ରୀ

୧-୧୬ଡିସେମ୍ବର, ୨୦୦୭ ଇତ୍ୟବସରରେ ମୁଖ୍ୟମନ୍ତ୍ରୀ ନବୀନବାବୁ ଢେଙ୍କାନାଳ ବସଷ୍ଟାଣ୍ଡରେ ଠିଆ ହୋଇ ଗୁପଚୁପ ବିକୁଥିବା ଯୁବକ ପାଖରେ ସାଧାରଣ ଲୋକଟି ଭଳି ପତର ଠୋଲାରେ ଗୁପଚୁପ ଖାଇ...

  • 17/09/2015

ସବୁ ଖାଲି ଉପଲକ୍ଷ୍ୟ

୧୬-୩୦ ନଭେମ୍ବର, ୨୦୦୭ ଜଣେ ରାଜନୈତିକ ବ୍ୟକ୍ତିଙ୍କର ପନôୀଙ୍କ ଦଶାହରୁ ଫେରି ବନ୍ଧୁ ମୋର କହିଲେ ‘ଆଶ୍ଚର୍ଯ୍ୟ କଥା ଯେ ସେଠାରେ ଶୋକର କୌଣସି ଗନ୍ଧ ହିଁ...

  • 17/09/2015