ମୋହରେ ଆନ୍ନା!
୧୬-୩୧ ନଭେମ୍ବର ୨୦୧୧ କିରଣ ବେଦୀ, ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଓ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ସମ୍ପର୍କରେ ବିତର୍କିତ ମନ୍ତବ୍ୟ ଦ୍ୱାରା ବିବ୍ରତ...
୧୬-୩୧ ନଭେମ୍ବର ୨୦୧୧ କିରଣ ବେଦୀ, ଅରବିନ୍ଦ କେଜରୀୱାଲଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଓ ପ୍ରଶାନ୍ତ ଭୂଷଣଙ୍କ ଦ୍ୱାରା କାଶ୍ମୀର ସମ୍ପର୍କରେ ବିତର୍କିତ ମନ୍ତବ୍ୟ ଦ୍ୱାରା ବିବ୍ରତ...
ଭାରତବର୍ଷରେ ସମ୍ପ୍ରତି ସବୁଠାରୁ ଅଧିକ ଦୃଶ୍ୟମାନ ଚେହେରା ଯେ ଆନ୍ନା ହଜାରେ, ଅରବିନ୍ଦ କେଜରୀୱାଲ ଓ କିରଣ ବେଦୀଙ୍କର-ଏହା ସମସ୍ତେ ସ୍ୱୀକାର କରିବେ । ତେଣୁ ଏହିମାନଙ୍କ...
୧-୧୫ ନଭେମ୍ବର ୨୦୧୧ ହରିୟାଣା ପ୍ରଦେଶର ହିସାର ଲୋକସଭା ପାଇଁ ହୋଇଯାଇଥିବା ଉପନିର୍ବାଚନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିଲା ଇତ୍ୟବସରରେ । କାରଣ ଏହି ଉପନିର୍ବାଚନରେ ଏଯାବତ୍...
ନଗ୍ନ ପୁଞ୍ଜିବାଦର କଂକ୍ରିଟ ଚେହେରା ଆମେରିକାର ନୁ୍ୟୟର୍କ ସହରର ଯେଉଁ ଗଳିରେ ଦୃଶ୍ୟମାନ, ସେହି ଗଳିର ନାଁ ହେଉଛି ଡବକ୍ଷକ୍ଷ ଗ୍ଦଗ୍ଧକ୍ସରରଗ୍ଧ ବା ପ୍ରାଚୀର ଗଳି ।...
୧୬-୩୧ ଅକ୍ଟୋବର ୨୦୧୧ ଦୁର୍ନୀତିବିରୋଧୀ ଆନ୍ନା ଆନେ୍ଦାଳନର ଏକ ଠୋସ ଅଭିବ୍ୟକ୍ତି ସମ୍ପ୍ରତି ଆମେ ଦେଖୁଛୁ ହରିଆନାର ହିସାର ଲୋକସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ...
ଆନ୍ନା ଅନଶନର ସମ୍ମୋହନ ଭାଙ୍ଗିବା ପରେ କେହି କେହି ନୀରା ରାଡ଼ିଆ ପ୍ରସଙ୍ଗ ମିଡ଼ିଆରୁ ପ୍ରାୟଃ ଉଭାନ ହୋଇଯିବା ଦ୍ୱାରା ବେଶ୍ ବିସ୍ମିତ ହୋଇଛନ୍ତି । ମନ୍ତ୍ରୀ,...
୧-୧୫ ଅକ୍ଟୋବର ୨୦୧୧ ଦୁର୍ନୀତି ବିରୋଧରେ ଆଉ କେହି ସ୍ୱର ଉତ୍ତୋଳନ କରୁ ଓ ଗଣମାଧ୍ୟମର ଉପଜୀବ୍ୟ ହେଉ, ତାହା ଆନ୍ନା ହଜାରେ ଚାହାନ୍ତି ନାହିଁ ।...
ରବିବାର (୨୮.୮.୨୦୧୧)ଦିନ ଆନ୍ନା ହଜାରେ ତାଙ୍କର ୧୨ଦିନ ଧରି ଜାରି ରଖିଥିବା ଅନଶନକୁ ଭାଙ୍ଗିବା ପରେ ତାଙ୍କର ସମର୍ଥକମାନେ ଆନ୍ନାଙ୍କର ବିଜୟହେଲା ବୋଲି ଘୋଷଣା କରି-ରଙ୍ଗଖେଳରେ ମାତିବାର...
ଆନ୍ନା ତ ଦ୍ୱିତୀୟ ସ୍ୱାଧୀନତାରବାହକ ବୋଲି ଗଣମାଧ୍ୟମ ବାରମ୍ବାର କହିବା ଅସ୍ୱାଭାବିକ ନୁହେଁ- କାରଣ ଆନ୍ନା ନିଜେ ତାଙ୍କର ଦୁର୍ନୀତି ବିରୋଧରେ ‘ସଂଗ୍ରାମ’କୁ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ...
ଆନ୍ନାଙ୍କ ଅନଶନର ସମର୍ଥନରେ ଭିଡ଼ ଦେଖି ଅନେକଙ୍କର ଭୟ ଆନ୍ନାଙ୍କ ଦାବି ଉପରେ ମନ୍ତବ୍ୟ ଦେବାକୁ । ବନ୍ଧୁ ଜଣେ କହିଲେ ଯେ ତାଙ୍କୁ ପରାମର୍ଶ ଦିଆଯାଇଛି...