ପଦ୍ମ ସମ୍ମାନ ଫେରାଇବା ପ୍ରସଂଗରେ
ବୀରେନ୍ଦ୍ର ନାୟକ ଓଡିଶାରେ କୈାଣସି ପୁରସ୍କୃତ ସାହିତ୍ୟିକ ସେମାନଙ୍କର ପୁରସ୍କାର ବା ସମ୍ମାନ ଫେରାଇ ନାହାନ୍ତି ବୋଲି ଅପବାଦର ଇତ୍ୟବସରରେ ଅବସାନ ଘଟିଛିି । କବି...
ବୀରେନ୍ଦ୍ର ନାୟକ ଓଡିଶାରେ କୈାଣସି ପୁରସ୍କୃତ ସାହିତ୍ୟିକ ସେମାନଙ୍କର ପୁରସ୍କାର ବା ସମ୍ମାନ ଫେରାଇ ନାହାନ୍ତି ବୋଲି ଅପବାଦର ଇତ୍ୟବସରରେ ଅବସାନ ଘଟିଛିି । କବି...
ପୁରସ୍କାରର ଯେ ରସ ଥାଏ ଏହି ଭଳି ଏକ ଧାରଣା ଦେଇଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡିଆ ସାହିତ୍ୟିକ ହରପ୍ରସାଦ ଦାସ । ଏହି...
ସ୍ତ୍ରୀର ସମସ୍ତ ବାରଣ ସତ୍ତେ୍ୱ ନିମନ୍ତ୍ରଣ ପତ୍ରଟିର ନିଆଁ ଲଗାଇଦେଲେ ସ୍ୱପ୍ନେଶ୍ୱର । ସେ ବୁଝିଥିଲେ ଯେ, ମୃତ୍ୟୁ ଖବର ଧରି ଆସିଥିବା ପତ୍ରରେ ହିଁ ନିଆଁ...
ଏଭଳି ଅନୁରୋଧ ନେଇ ସ୍ଫୁଲିଙ୍ଗ ସେନ୍ ଯେ ଦିନେ ମୋ ପାଖକୁ ଆସିବ – ଏହା ମୋର କଳ୍ପନା ବାହାରେ ଥିଲା । ସେତେବେଳେ ମୋର ପ୍ରମୋସନ...
୧-୧୬ ଜୁନ୍ ୨୦୦୭ ଏହି ଶିରୋନାମାରେ ସମ୍ବାଦଟିଏ ଅନେକଙ୍କର ଦୃଷ୍ଟିରେ ପଡ଼ିଥିବ । (ଦ୍ରଷ୍ଟବ୍ୟ: ଧରିତ୍ରୀ, ମେ ୧୬, ୨୦୦୭) । ଓଡ଼ିଶାକୁ ହିନ୍ଦୀରେ ‘ଉଡ଼ିସା’ ଓ...
୨୮ଏପ୍ରିଲ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଦିନ । ଏହି ଦିନଟିରେ ପାଳନ ହୁଏ ମଧୁଜୟନ୍ତି । ଇତ୍ୟବସରରେ ଏହି ଦିନଟିକୁ ସ୍ୱାଭିମାନ ଦିବସ ବୋଲି କୁହାଗଲାଣି...
ବାରିପଦା ଜେଲରେ ଧର୍ଷଣକାରୀ ଓ ଧର୍ଷିତା ମଧ୍ୟରେ ବିବାହ, ଝାରପଡ଼ା ଜେଲରେ ପ୍ରତାରକ ଓ ପ୍ରତାରିତା ମଧ୍ୟରେ ବିବାହ, ମୁମ୍ବାଇସ୍ଥିତ ଅମିତାଭ ବଚ୍ଚନଙ୍କ ଗୃହ ‘ପ୍ରତୀକ୍ଷା’ରେ ଐଶ୍ୱର୍ଯ୍ୟା...
ଶିଳ୍ପା ସେଟ୍ଟୀ ହିନ୍ଦି ଚଳଚ୍ଚିତ୍ର ଜଗତର ଜଣେ ଅସଫଳ ତାରକା ହେଲେ ହେଁ – ଗତ କିଛି ମାସ ହେଲା ବହୁ କାରଣରୁ ସେ ବେଶ ଚର୍ଚ୍ଚାରେ...
ଅବଦୁଲ କାଲାମଙ୍କ ପରେ ରାଷ୍ଟ୍ରପତି କିଏ ହେବ- ତା’ପାଇଁ ଲୋକ ଖୋଜା ଆରମ୍ଭ ହେଲାଣି । ରାଜନୈତିକ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ନ କରିବା ପାଇଁ ରାଜନୀତିରେ ସକ୍ରିୟ...
ବଙ୍ଗଳାଦେଶଠାରୁ ଭାରତୀୟ କ୍ରିକେଟ ଦଳ ହାରିଗଲା । ଚହଳ ପଡ଼ିଲା । କି୍ରକେଟପ୍ରେମୀ ଏତେ ଉତ୍କ୍ଷିପ୍ତ ଯେ,କହିଲେ ଯଦି ସେହିଦିନ ଫେରିଥାନ୍ତେ ଭାରତୀୟଦଳ ଭାରତଭୂଇଁକୁ-ତା’ହେଲେ ସେମାନେ ତାଙ୍କୁ...
ନିଠାରୀ ନରକଙ୍କାଳ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ମନିନ୍ଦର ସିଂହ ପାନେ୍ଧର ଓ ତାଙ୍କର ଭୃତ୍ୟ ସୁରେନ୍ଦ୍ର କୋଲିଙ୍କୁ ସି.ବି.ଆଇ. କୋର୍ଟ ପରିସରରେ ଓକିଲ ଓ ଦେଖଣାହାରୀ ନିର୍ମମ...
୧-୧୬ ଫେବୃୟାରୀ ୨୦୦୭ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲୀୟ କୋଚ୍ ଗ୍ରେଗ ଚାପେଲଙ୍କୁ ପୁଲିସ କର୍ଡନ ଭାଙ୍ଗି ଜଣେ ଯୁବକ ମାଡ଼ ମାରିବା ଘଟଣା ସାରା ଓଡ଼ିଶା...
୧-୧୫ ଏପ୍ରିଲ, ୨୦୧୧ କଳାଧନ ଓ ହାସାନ ଅଲ୍ଲୀମାନେ ୮୦୦ କୋଟି ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୪୦,୦୦୦କୋଟି ଟଙ୍କା ବିଦେଶୀ ବ୍ୟାଙ୍କରେ ରଖିବା, ୫୦,୦୦୦କୋଟି ଟଙ୍କାରୁ...
୧-୧୫ ଅକ୍ଟୋବର, ୨୦୦୯ ଗୋରୁ ଗାଈଙ୍କ ଠାରୁ ହୀନ ଆମେ! ଅମେ ଯେଉଁମାନେ ଅଦୌ ଉଡ଼ାଜାହାଜ ଚଢ଼ି ନାହୁଁ, ଆମର ଯାତ୍ରା ସର୍ବାଧିକ ରେଳଯାତ୍ରାରେ ହିଁ ସୀମିତ-ସେମାନେ...