ଓରିଶା (Orissa) ଓଡ଼ିଶା (Odisha)ହେଲା-ବାଣଫୁଟିଲା

ଓରିଶା (Orissa) ଓଡ଼ିଶା (Odisha)ହେଲା-ବାଣଫୁଟିଲା ଆମେ ଓଡ଼ିଆଭାଷାରେ ଲେଖିଲାବେଳେ ସବୁବେଳେ ଓଡ଼ିଶା ହିଁ ଲେଖୁଥିଲୁ । କିନ୍ତୁ ଇଂରାଜୀ ଭାଷାରେ, ସମ୍ବିଧାନର ଭାଷା ତାଲିକାରେ ଓଡ଼ିଆକୁ ଓରିଆ...

  • 17/09/2015

ଅଗ୍ନିବେଶଙ୍କର ଅଗ୍ନିପରୀକ୍ଷା

୧୬-୩୧ ନଭେମ୍ବର ୨୦୧୧ ମନୋରଞ୍ଜନ ଦୁନିଆର ନାୟକ, ଖଳନାୟକ, ନାୟିକା, ଗାୟିକା ଓ ସୁନ୍ଦରୀ ମଡ଼େଲମାନଙ୍କର ସମାବେଶରେ ଆଜନ୍ମ ବ୍ରହ୍ମଚାରୀ ସ୍ୱାମୀ ଅଗ୍ନିବେଶ ଯୋଗଦେବା ଅନେକଙ୍କୁ ଆଚମ୍ବିତ...

  • 17/09/2015

ବିଜୁ ବିଚାର ମଞ୍ଚ

୧୬-୩୧ ଅକ୍ଟୋବର ୨୦୧୧ ବିଜୁ ଜନତା ଦଳ ଭିତରେ ପ୍ରାୟଃ ଏକ ଘରକିଆ ହୋଇଥିବା ଦଳର ନାମମାତ୍ର ଉପସଭାପତି ଡାକ୍ତର ଦାମୋଦର ରାଉତ- ଇତ୍ୟବସରରେ ବିଜୁ ବିଚାର...

  • 17/09/2015

ପ୍ରତିଷ୍ଠାତା ପ୍ରସଙ୍ଗ

୧-୧୫ ଅକ୍ଟୋବର ୨୦୧୧ ସବୁ ଦୋକାନର ଜଣେ ପ୍ରତିଷ୍ଠାତା ଥାନ୍ତି । ଦୋକାନ ଭିତରକୁ ପଶିଗଲେ ପ୍ରାୟଃ ଗୋଟିଏ ଫଟ (ଦେବାଦେବୀଙ୍କ ଫଟ ବ୍ୟତୀତ) ଓ ଫଟ...

  • 17/09/2015

କଅଁଳୁଛି ମେରୁଦଣ୍ଡ

୧-୧୫ ସେପ୍ଟେମ୍ବର ୨୦୧୧ ବିଜେଡ଼ିର ଉପସଭାପତି ଦାମୋଦର ରାଉତ ଦ୍ୱିତୀୟଥର ପାଇଁ ମନ୍ତ୍ରିମଣ୍ଡଳରୁ ବାଧ୍ୟ ହୋଇ ଇସ୍ତଫା ଦେବାପରେ- ନିଜଦଳ ସମ୍ପର୍କରେ, ନିଜ ଦଳର ମନ୍ତ୍ରୀଙ୍କ ବିରୁଦ୍ଧରେ...

  • 17/09/2015

ଆଦିବାସୀ ହେବାର ଅଭିଳାଷ

୧୬-୩୧ ଅଗଷ୍ଟ ୨୦୧୧ ତାଳଚେର (ଯାହା ସମ୍ପ୍ରତି ଡେଙ୍ଗୁ ଜ୍ୱରପାଇଁ କୁଖ୍ୟାତ ଓ ପୃଥିବୀର ସାମାନ୍ୟ କମ୍ପନରେ ଲୁପ୍ତ ହୋଇଯିବାର ଆଶଙ୍କାରେ ତ୍ରସ୍ତ), ସେହି ଅଞ୍ଚଳର ଏକଦା...

  • 17/09/2015

ରାଜୀବ ଦୀକ୍ଷିତ

ଓଡ଼ିଶାବାସୀ ରାଜୀବ ଦୀକ୍ଷିତଙ୍କ ସହ ଅପରିଚିତ ନୁହନ୍ତି । ତାଙ୍କର କ୍ୟାସେଟ ଇତ୍ୟାଦି ବାହାରି ତାଙ୍କୁ ସର୍ବଭାରତୀୟ ଖ୍ୟାତି ଦେବା ପୂର୍ବରୁ ସେ ଓଡ଼ିଶାକୁ ବହୁବାର ଆସିଛନ୍ତି...

  • 17/09/2015

କୂଟନୀତି, ଖେଳଘର କଥା ନୁହେଁ

୧-୧୫ ଏପ୍ରିଲ, ୨୦୧୧ ଆମର ମନୋନୀତ ପ୍ରଧାନମନ୍ତ୍ରୀ ଇତ୍ୟବସରରେ ଏହି ଉକ୍ତିଟିକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି । ମୋହାଲିଠାରେ ଚାଲିଥିବା ଭାରତ-ପାକିସ୍ଥାନ ମଧ୍ୟରେ ବିଶ୍ୱକପ ସେମି...

  • 17/09/2015

ଅପହରଣର ସୁଖାନ୍ତ ପରେ

୧୬-୩୦ ମାର୍ଚ୍ଚ, ୨୦୧୧ ମାଲକାନଗିରିର ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କର ଅପହରଣ ଓ ଅପହର୍ତ୍ତାଙ୍କଠାରୁ ନିଦେ୍ର୍ଧାଷ ପ୍ରମାଣପତ୍ର ନେଇ ପ୍ରତ୍ୟାବର୍ତ୍ତନ ପରେ ଦୁଇପ୍ରକାର ସମ୍ବାଦ ଗଣମାଧ୍ୟମରେ ଦୃଶ୍ୟମାନ ।...

  • 17/09/2015

ଅପହରଣ- ଏକ ନାଟକ

ମାଲକାନଗିରି କଲେକ୍ଟର କ୍ରିଷ୍ଣାଙ୍କର ଅପହରଣକୁ ନାଟକ ବା ଡ୍ରାମା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ବେଶ୍ ନଜରରେ ପଡ଼ୁଛି । ରାଜନୈତିକ ଦଳ ବିଜେପି ଅବଶ୍ୟ ପ୍ରଥମରୁ...

  • 17/09/2015