ଆତ୍ମହତ୍ୟା ଓଲଟାଏ ସତ୍ତା

ଆଫ୍ରିକା ମହାଦେଶର ଏକ ଛୋଟିଆ (ଏକ କୋଟି ଚାରିଲକ୍ଷ ଜନସଂଖ୍ୟା ଓ ଏକଲକ୍ଷ ପଞ୍ଚଷଠି ହଜାର ବର୍ଗ କି.ମି. କ୍ଷେତ୍ରଫଳ) ରାଷ୍ଟ୍ର ଟୁ୍ୟନିସିଆରେ ବିପ୍ଳବ(ମଲ୍ଲୀ ବିପ୍ଳବ- Jasmine...

  • 17/09/2015

ଶୋଭାଯାତ୍ରାର ଶୋଭା

୧-୧୫ ମାର୍ଚ୍ଚ, ୨୦୧୧ ଶୋଭାଯାତ୍ରା ଯେ ପ୍ରଭାବୀ ହୋଇପାରେ- ଏହା ମାନବ ଅଧିକାର ପାଇଁ ଲଢ଼ୁଥିବା ବ୍ୟକ୍ତିମାନେ କେତେଦୂର ଉପଲବ୍ଧô କରିଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ ହେଲେ...

  • 17/09/2015

ଆମେରିକାରେ ଅପଦସ୍ଥ ହେବାର ସୌଭାଗ୍ୟ

ରାଷ୍ଟ୍ରଦୂତ ମୀରାଶଙ୍କର, ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରଦୀପ ସିଂହ ପୁରୀ ଓ ସଦ୍ୟ କାଲିଫର୍ଣ୍ଣିଆସ୍ଥିତ ଏକ ଟ୍ରାଇଭେଲି ବିଶ୍ୱବିଦ୍ୟାଳୟରୁ ପରିତ୍ୟକ୍ତଙ୍କ ପ୍ରତି ଆମେରିକା ସରକାରଙ୍କର ବ୍ୟବହାରରେ...

  • 17/09/2015

କହି ଜାଣିଲେ କଥା ସୁନ୍ଦର

ଏହି ଉକ୍ତିଟିର ଖିଲାଫ କରି ରାଜସ୍ଥାନର ପଞ୍ଚାୟତ ରାଜ ମନ୍ତ୍ରୀ ଅମୀନ ଖାନ ମନ୍ତ୍ରୀପଦରୁ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛନ୍ତି । କଂଗ୍ରେସ ଦଳର ଏହି ମନ୍ତ୍ରୀ...

  • 17/09/2015

ଓଡ଼ିଆ ଦୃଷ୍ଟି ଆକର୍ଷଣ କଲେଣି

୧୬-୨୮ ଫେବୃୟାରୀ, ୨୦୧୧ କିଛି ରମ୍ୟରଚନା ଲେଖକ ଦୁର୍ନୀତିକୁ ଆଭିଜାତ୍ୟର ଏକ ପ୍ରତୀକ ବୋଲି କହିଲେଣି । ଯଦି ଦୁର୍ନୀତିର ଅଭିଯୋଗ ନାହିଁ, ତା’ହେଲେ ସମାଜରେ ସେ...

  • 17/09/2015

ପଦ୍ମ ପୁରସ୍କାର

୧-୧୫ ଫେବୃୟାରୀ, ୨୦୧୧ ଯେତେ ମେଧା ଥିଲେ ମଧ୍ୟ କ୍ଷମତାରେ ଥିବା ସମୟରେ ମେଧାର ସ୍ୱୀକୃତି ସନେ୍ଦହ ଦଂଶିତ ହେବା ସ୍ୱାଭାବିକ । ଏହିଭଳି ଧାରଣାର ପୃଷ୍ଠଭୂମିରେ...

  • 17/09/2015

ଭାରତ ରତ୍ନ ଓ ସଚିନ୍

ସଚିନ ତେନ୍ଦୁଲକର ଜଣେ ସ୍ଥିତପ୍ରଜ୍ଞ କ୍ରିକେଟ ଖେଳାଳୀ । ଇତ୍ୟବସରରେ ସେ ଏଯାବତ୍ ଖେଳିଥିବା ଟେଷ୍ଟମ୍ୟାଚରେ ୫୧ଟି ଶତକର ଅଧିକାରୀ ହୋଇଯାଇଛନ୍ତି । ଏହା ଭାରତୀୟ କ୍ରିକେଟପ୍ରେମୀଙ୍କ...

  • 17/09/2015

ଜଗଦାନନ୍ଦରୁ ଜଗଦା ଯାଏଁ

୧୬-୩୦ ଜାନୁଆରୀ, ୨୦୧୧ ଜଗଦାନନ୍ଦ ପଣ୍ଡା ଜଣେ ଭାରତୀୟ ପ୍ରଶାସନିକ ସେବାର ଅଫିସର ଥିଲେ । ଗଞ୍ଜାମ ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର କରିବାର ସମସ୍ତ ଶ୍ରେୟ...

  • 17/09/2015

ବୃକ୍ଷ ହନନ ବନାମ ଚାରା ବଣ୍ଟନ

୧-୧୬ଅଗଷ୍ଟ, ୨୦୧୦ କିଛିଦିନ ତଳେ ଭୁବନେଶ୍ୱର ରାଜରାସ୍ତାରେ ଗୋଟିଏ ବଳଦଗାଡ଼ିରେ ଯାଇ କିଛି ଯୁବକଯୁବତୀ ବୃକ୍ଷ ଚାରା ବାଣ୍ଟୁଥିବା ରାସ୍ତାରେ ଯାଉଥିବା ଗଣଙ୍କୁ ଓ ଗଣମାଧ୍ୟମକୁ ବେଶ୍...

  • 17/09/2015

କାହିଁକି ଏମିତି ହୁଏ?

୧୬-୩୧ଜୁଲାଇ, ୨୦୧୦ ଏକଦା ସାରାଦେଶରେ ଚହଳ ପକାଇଥିଲା ଆନ୍ଧ୍ରପ୍ରଦେଶର ଜିଲ୍ଲା ନେଲୋରର ଗାଁ ଦୁର୍ଗାବନ୍ତ । ଏଠାକାର ମହିଳାମାନେ ତାଙ୍କ ଗାଁରେ ଥିବା ମଦଭାଟି ବିରୁଦ୍ଧରେ ଏକାଠି...

  • 17/09/2015