ଓଡ଼ିଶା ମାଟିରେ ବିଶ୍ୱବିଦ୍ୟାଳୟ ଉପôାଦନ
ଏଇ ଗତ କିଛିବର୍ଷ ହେଲା ଓଡ଼ିଶା ମାଟି ଯେଉଁଭଳି ଶିଳ୍ପପାଇଁ ଖୁବ୍ ଆକର୍ଷଣୀୟ ହୋଇଉଠିଛି -ପ୍ରାୟ ସେହିଭଳି ଆକର୍ଷଣୀୟ ହୋଇଛି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ । ବାହାରୁ...
ଏଇ ଗତ କିଛିବର୍ଷ ହେଲା ଓଡ଼ିଶା ମାଟି ଯେଉଁଭଳି ଶିଳ୍ପପାଇଁ ଖୁବ୍ ଆକର୍ଷଣୀୟ ହୋଇଉଠିଛି -ପ୍ରାୟ ସେହିଭଳି ଆକର୍ଷଣୀୟ ହୋଇଛି ବିଶ୍ୱବିଦ୍ୟାଳୟ ସ୍ଥାପନା ପାଇଁ । ବାହାରୁ...
ବିଲାତ ଦେଶର ପ୍ରସିଦ୍ଧ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟ ଭାରତୀୟ ଛାତ୍ରଙ୍କୁ ଅନାଇ ବସିଛି କହିଲେ ଅତୁ୍ୟକ୍ତି ହେବନାହିଁ । ଅବଶ୍ୟ ସେହି ଛାତ୍ରଙ୍କୁ, ଯେଉଁମାନେ ଏଠାରେ ପଢ଼ିବା ପାଇଁ...
୧୬-୩୦ ଫେବୃୟାରୀ, ୧-୧୫ ମାର୍ଚ୍ଚ, ୨୦୦୮ ‘ହରି ଗୌତମ କୀଟ୍ (KIIT)ର ନୂଆ କୁଳାଧିପତି’ – ସମ୍ବାଦ ଅନେକଙ୍କର ଦୃଷ୍ଟିରେ ପଡ଼ିଥିବ । (ଦ୍ରଷ୍ଟବ୍ୟ ଧରିତ୍ରୀ –...
ଶିଳ୍ପ ସହିତ ଉଦ୍ୟୋଗର ପ୍ରୟୋଗ ସହ ଅଭ୍ୟସ୍ତ ଜ୍ଞାନକୁ ‘ସାମାଜିକ ଉଦ୍ୟୋଗ’ ଭଳି ବାକ୍ୟଖଣ୍ଡ ନିଶ୍ଚୟ ଅଖାଡ଼ୁଆ ଲାଗିବ । କିନ୍ତୁ ‘ସାମାଜିକ ଉଦ୍ୟୋଗ’ ଭଳି ଏକ...
୧୬-୩୦ସେପ୍ଟେମ୍ବର, ୨୦୦୭ ଗତ କିଛିଦିନ ଧରି ଇଞ୍ଜିନିୟରିଂ ଛାତ୍ରଙ୍କର ଆଚରଣ ସମ୍ବାଦପତ୍ରମାନଙ୍କର ପ୍ରମୁଖ ବିଷୟ ହୋଇଛି । ପରୀକ୍ଷାରେ ଫେଲ୍ ହୋଇଯାଇଥିବା ଛାତ୍ରମାନେ ରାସ୍ତାକୁ ଓହ୍ଲାଇ ପଡ଼ିଛନ୍ତି...
୧-୧୬ ସେପ୍ଟେମ୍ବର, ୨୦୦୭ ଘରୋଇ ମେଡ଼ିକାଲ କଲେଜମାନଙ୍କରେ ସିଟ୍ ପୂରଣ ନହେବା ଏକ ବିରାଟ ଚର୍ଚ୍ଚାର ବିଷୟ ଇତ୍ୟବସରରେ ହୋଇଯାଇଛି । ଏଥିପାଇଁ ଉଚ୍ଚ ହାରରେ ସରକାରଙ୍କ...
ଓଡ଼ିଶା ଭୂମିରେ ପ୍ରଥମ ମାନ୍ୟତା (ନବ୍ୟ)ପ୍ରାପ୍ତ ବିଶ୍ୱବିଦ୍ୟାଳୟ, (Deemed university (de nmovo) କିଟ୍ (KIIT)ର ଭଗିନୀସଂସ୍ଥା କିସ (KISS)ର ଆଦିବାସୀ ଛାତ୍ର-ଛାତ୍ରୀଙ୍କୁ ଆମେରିକାରେ ପଢ଼ିବାର ସୁୁଯୋଗ...
ରାଜ୍ୟର ସର୍ବପୁରାତନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ସିଟ୍ସଂଖ୍ୟା ହ୍ରାସକୁ ନେଇ ବିଧାନସଭାରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଏହା କେନ୍ଦ୍ର ସରକାରଙ୍କର ରାଜ୍ୟର ସ୍ୱାର୍ଥବିରୋଧୀ...
କିଛିମାସ ତଳେ ଜାତୀୟ ବିଜ୍ଞାନ ପ୍ରତିଷ୍ଠାନ ପାଇଁ ହୋଇଥିବା ଗଣଧାରଣା, ସାଂସଦମାନଙ୍କ ଧାରଣା, ଶୋଭାଯାତ୍ରା ଇତ୍ୟାଦି ଓଡ଼ିଶାର ଲୋକେ ପାଶୋରି ନଥିବେ । ଏହି ଦାବି ଯେ...
ବ୍ୟବସାୟରେ ବିଜ୍ଞାପନର ଗୁରୁତ୍ୱକୁ କିଏ ବା ଅସ୍ୱୀକାର କରିବ । ଶିକ୍ଷା ଯେତେବେଳେ ଏକ ବ୍ୟବସାୟ ହୋଇଯାଇଛି ସେତେବେଳେ ତାର ବିଜ୍ଞାପନ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ...