admin
ଭିନ୍ନ ଚିତ୍ତର ମୁନିବ-ଚିତ୍ତ ଦାସ
ଓଡ଼ିଆ ସାରସ୍ୱତ ଜଗତ ଯେ ଆଉ ଏକ ଚିତ୍ତଦାସ ପାଇବ ନାହିଁ, ଏହା କହିବା ଅନାବଶ୍ୟକ । ତୀର୍ଯ୍ୟକ ମତ ମନ୍ତବ୍ୟର ଲଳିତ ଅଭିବ୍ୟକ୍ତିରେ ତାଙ୍କର ଲେଖନୀ...
ଯୁବ-ଛାତ୍ରଙ୍କୁ ଉସୁକାଣି
ମୁଖ୍ୟଧାରାର ରାଜନୈତିକ ଦଳମାନଙ୍କ କର୍ତ୍ତୃତ୍ୱ ଥିବା ଯୁବ-ଛାତ୍ର ଗୋଷ୍ଠୀ ଇତ୍ୟବସରରେ ଆମ ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡ଼ୁଛି । ବିଜୁ ଜନତା...
କେଉଁ ଦିନ ଆସିବେ ଅମିତାଭ ବଚ୍ଚନ?
ଇତ୍ୟବସରରେ ଅରୁନ୍ଧତୀ ରାୟ, ନନ୍ଦିତା ଦାସଙ୍କ ଭଳି ବହୁ ଆକର୍ଷଣୀୟ ବ୍ୟକ୍ତିତ୍ୱମାନେ ଭୁବନେଶ୍ୱର ଆସି ଆମଦେଶର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା ଉପରେ ଆଲୋକପାତ କରି ନାନା...
ଯୁବ-ଛାତ୍ର ସମାବେଶ
୧୬-୩୦ ଡିସେମ୍ବର, ୨୦୧୦ ଇତ୍ୟବସରରେ ରାଜଧାନୀରେ କେତୋଟି ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତାଦଳର ଏକ ସମାବେଶ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ...
ଭାରତୀୟ ଶିଳ୍ପପତିଙ୍କର ଆମେରିକା ପ୍ରୀତି
ଭାରତୀୟ ଶିଳ୍ପପତିଙ୍କର ଆମେରିକା ପ୍ରୀତି ଶିରୋନାମାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ଏଠାରେ ପ୍ରସଙ୍ଗ ହେଉଛି ଶିକ୍ଷା । ଏହି ପ୍ରୀତି ଦ୍ୱାରା ଆବିଷ୍ଟ...
ଶିକ୍ଷାଋଣ ଓ ବେକାରୀ
ଚାଷ ପାଇଁ ଋଣ ଦେଇ, ଆଶାନୁରୂପ ଉପôାଦନ ନ କରିପାରିବା ବା ଉପôାଦିତ ଦ୍ରବ୍ୟ ପାଇଁ ଆଶାନୁରୂପ ବଜାର ନ ପାଇବା ଯାହା, ଶିକ୍ଷା ଋଣ ନେଇ...
ଦନ୍ତ କାଉନ୍ସିଲ୍ ଦାନ୍ତ
ଦନ୍ତ କାଉନସିଲ (Dental Council of India) ଇତ୍ୟବସରରେ ରାଜ୍ୟର ଅଗ୍ରଣୀ ମେଡ଼ିକାଲ କଲେଜ ଓ ହସପିଟାଲର ବିଡ଼ିଏସ୍ ପାଠ୍ୟକ୍ରମ ପାଇଁ ଥିବା ୫୦ଟି ସିଟ୍ରୁ ୩୦ଟି...
କୁଳପତି ଚୟନ
ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଖବରକାଗଜ ଜରିଆରେ ଦରଖାସ୍ତ ଆହ୍ୱାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ପୂର୍ବରୁ ଯିଏ ତା’ର ବାୟୋଡାଟା ନେଇ ଚୟନ...
+୨ ପରୀକ୍ଷାଫଳ
+୨ ପରୀକ୍ଷାଫଳ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶ ପାଇବା ପରେ ବହୁ ଶିକ୍ଷା ସଚେତନ ବ୍ୟକ୍ତିଙ୍କର ଚକ୍ଷୁ ବିସ୍ଫାରିତ ହୋଇଯାଇଛି । ବେଷ୍ଟଟେନ୍ (ବିଜ୍ଞାନ)...