admin
ରାମଦେବଙ୍କୁ ଡକ୍ଟରେଟ
ସ୍ୱାମୀ ରାମଦେବ ଡକ୍ଟର ରାମଦେବ ହୋଇଗଲେ । ଅନେକ ରାମଦେବ ଭକ୍ତଙ୍କୁ ଏହା ପସନ୍ଦ ହୋଇନାହିଁ । ସ୍ୱାମୀ ଉପାଧି ତା’ହେଲେ କ’ଣ ଯଥେଷ୍ଟ ନଥିଲା ରାମଦେବଙ୍କ...
ବେଦାନ୍ତ ବିଶ୍ୱବିଦ୍ୟାଳୟ: ଗୁଣ୍ଡଦୁଗ୍ଧ ବାକ୍ସରେ ବ୍ରାଉନ୍ସୁଗାର!
ଦ୍ଭ ୧-୧୫ ଅଗଷ୍ଟ ୨୦୦୬ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ଓଡ଼ିଶା ଭୂଇଁରେ ଦୁଇଟି ବିଶ୍ୱବିଦ୍ୟାଳୟ ସ୍ଥାପନା ହେବାର ପ୍ରସ୍ଥାବ ଗଣମାଧ୍ୟମରେ ବେଶ୍ ପ୍ରଚାରିତ ହୋଇଛି ।...
ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ କଳାଦିବସ
ଏହା ଏକ ସୁଖକର ଦୃଶ୍ୟ ଯେ, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ଦ୍ୱାରା ଅନୁଷ୍ଠିତ କଳାଦିବସ (୨୨/୬/୨୦୧୨)ରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଅଂଶଗ୍ରହଣ କରିବାର ସୁଯୋଗ...
ବିଜେଡ଼ିର ଜୟଯାତ୍ରା
ଗୋଟିଏ ଯୁଗ (ବାରବର୍ଷ) ହୋଇଗଲା- ବିଜେଡ଼ି କ୍ଷମତାରେ ରହିବାର । ଭାଗୁଆଳି ସରକାରରୁ ନିରଙ୍କୁଶ ସରକାର ହେବାରେ ସମର୍ଥ ହେଲା । ଯଦିଓ ଏହି ବାରବର୍ଷ ଭିତରେ...
ବାଧ୍ୟ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଖ୍ୟାରେ ଚିଠି କେନ୍ଦ୍ରକୁ ଲେଖିଛନ୍ତି କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ଓ ଆମର ବିଜେଡ଼ି ସାଂସଦ ଓ ବିଧାୟକ ଅନେକ ସମୟରେ...
ଦାମ-କାଳନ୍ଦୀ ବିଜେଡ଼ି ଛାଡ଼!
ଅଗଷ୍ଟ ୯ତାରିଖକୁ କ୍ରାନ୍ତିଦିବସଭାବେ ପାଳନ କରିବା ଓ ଭାରତଛାଡ଼ ଆନେ୍ଦାଳନର ଗାଥାକୁ ମନେ ପକାଇବା ଏକ ଭଲ ପରମ୍ପରା । ମହାତ୍ମା ଗାନ୍ଧୀ ୧୯୪୨ ମସିହାରେ ଏହି...
ପିଲାଙ୍କ ଟାଣ
୧-୧୫ ଜୁଲାଇ ୨୦୧୧ ଦକ୍ଷିଣ କୋରିଆର ଇସ୍ପାତ କାରଖାନା ପୋସ୍କୋ ପାଇଁ ଜମି ଅଧିଗ୍ରହଣ ନିଶାରେ ଆବିଷ୍ଟ ଓଡ଼ିଶା ସରକାରଙ୍କର ପୁଲିସ ଫଉଜ ସାମନାରେ ଢିଙ୍କିଆ-ଗୋବିନ୍ଦପୁରର ୩୦୦ରୁ...
ଦାମଙ୍କ ବିତାଡ଼ନ ଓ ପୋସ୍କୋ ପ୍ରସଙ୍ଗ
୨ ମଇ ୨୦୧୧ ଦିନ କେନ୍ଦ୍ର ପରିବେଶ ମନ୍ତ୍ରୀ ଜୟରାମ ରମେଶଙ୍କ ଘୋଷଣାପରେ ଉତ୍ଫୁଲ୍ଲିତ ପୋସ୍କୋ ପ୍ରକଳ୍ପ ସପକ୍ଷବାଦୀ ଓ ଦାମବାବୁଙ୍କ ସମର୍ଥôତ ମିଳିତ କ୍ରିୟାନୁଷ୍ଠାନ କମିଟି...
ରାମ ରାମ : ଏ’ କି କଲ ଜୟରାମ!
୧୬-୩୧ ମେ, ୨୦୧୧ ଜୟରାମ ରମେଶ କେନ୍ଦ୍ର ସରକାରଙ୍କର କୁହାଳିଆ ପରିବେଶମନ୍ତ୍ରୀ ଇତ୍ୟବସରରେ ଓଡ଼ିଶା ଆସିଥିଲେ । ଫେରିଯାଇ ସହସା ପୋସ୍କୋକୁ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସବୁଜ...