Bada

ରତ୍ନାକରଙ୍କ ପତ୍ନୀ

ଏଠି ରନôାକର କହି- ଦସୁ୍ୟ ରନôାକରଙ୍କୁ ହିଁ ସ୍ମରଣ କରାଯାଉଛି- ଯିଏ ପରେ ଋଷି ବାଲ୍ମିକୀ ହେଲେ ଓ ରାମାୟଣର ରଚନା କଲେ । ଏହି ପରିବର୍ତ୍ତନ...

  • 17/09/2015

ହାତୀ-କୁକୁର ଉପାଖ୍ୟାନ

ହାତୀ ଚାଲୁଥିବ- କୁକୁର ଭୁକୁଥିବ- ଏହି ଉକ୍ତିର ଉଚ୍ଚାରଣ ବେଶ୍ ହେଉଥିବାର ପରିଲକ୍ଷିତ ହେଉଛି । ବିଶେଷତଃ ଯେତେବେଳେ କଳାଧନ, କଳାକାର୍ଯ୍ୟ, ମିଥ୍ୟା ପ୍ରଚାର ଦ୍ୱାରା ସ୍ଫୀତ...

  • 17/09/2015

ଗଣମାଧ୍ୟମର ଗଣତିରେ

୧-୧୫ ଫେବୃୟାରୀ ୨୦୧୨ ୨୦ଜାନୁଆରୀ ୨୦୧୨ଦିନ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପିଏମ୍ଜି ଛକ ଭିତରେ ଚାରୋଟି ଦୃଶ୍ୟ ଦେଖିବାକୁ ମିଳିଥିଲା । ୩/୪ଜଣ ମୁଖାପିନ୍ଧି, ଠିଆ ହୋଇଥିଲେ...

  • 17/09/2015

ରାଜା ରଙ୍କ!

୧-୧୫ ଜାନୁଆରୀ ୨୦୧୨ ଇତ୍ୟବସରରେ ଏକ ସମ୍ବାଦ ‘ନବୀନଙ୍କ ପୂର୍ବରୁ ପ୍ୟାରୀଙ୍କ ଆଶୀର୍ବାଦ ନେଇଛନ୍ତି ରଣେନ୍ଦ୍ର’ ଶିରୋନାମାରେ ପ୍ରକାଶ ପାଇଛି (ଦ୍ରଷ୍ଟବ୍ୟ: ଧରିତ୍ରୀ, ୨୫/୧୨/୨୦୧୧) । ଏହି...

  • 17/09/2015

ଚାପୁଡ଼ା ଏବେ ଅନ୍ୟପଟୁ

ପଞ୍ଜାବରେ କ୍ଷମତାସୀନ ଅକାଳୀଦଳର ଏକ ସରପଞ୍ଚ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏକ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ମାରିବା- ଗଣମାଧ୍ୟମରେ ବେଶ୍ ପ୍ରଚାରିତ ଓ ଚର୍ଚ୍ଚିତ ହେଉଛି ।...

  • 17/09/2015

‘ଚାଣକ୍ୟଙ୍କୁ ବ୍ରହ୍ମ ଚାପୁଡ଼ା’

୧୬-୩୧ ଡିସେମ୍ବର ୨୦୧୧ ଏହି ଶିରୋନାମାରେ ପ୍ରକାଶ ପାଇଛି ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କର ସୁପ୍ରିମକୋର୍ଟରେ ବିଜୟ ଖବର । (ସମ୍ବାଦ-୧୦/୧୨/୨୦୧୦) ସମ୍ପ୍ରତି ଓଡ଼ିଶା ରାଜନୀତିରେ...

  • 17/09/2015

ସ୍ୱତନ୍ତ୍ର ପାହ୍ୟା ମାନ୍ୟତା

ଓଡ଼ିଶା ୧୯୩୬, ଏପ୍ରିଲା ପହିଲା ଦିନ ସ୍ୱତନ୍ତ୍ର ପ୍ରଦେଶର ସ୍ୱୀକୃତି ପାଇବାର ୭୫ବର୍ଷ ପରେ ଶୁଭୁଛି ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ପାଇଁ ଓଡ଼ିଶା ସରକାରଙ୍କର ଦାବି ।...

  • 17/09/2015

ମହାଶ୍ୱେତା ବନାମ ମମତା

୧-୧୫ ଡିସେମ୍ବର ୨୦୧୧ ମାଓବାଦୀଙ୍କ ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ ସରକାରଙ୍କର କଠୋର ମନୋଭାବ- ପୂର୍ବତନ ସିପିଏମ୍ ସରକାର ବିରୋଧରେ ତୃଣମୂଳର ସମର୍ଥକ ସାଜିଥିବା ଓ ମମତାଙ୍କ ନେତୃତ୍ୱରେ...

  • 17/09/2015

ଓରିଶା (Orissa) ଓଡ଼ିଶା (Odisha)ହେଲା-ବାଣଫୁଟିଲା

ଓରିଶା (Orissa) ଓଡ଼ିଶା (Odisha)ହେଲା-ବାଣଫୁଟିଲା ଆମେ ଓଡ଼ିଆଭାଷାରେ ଲେଖିଲାବେଳେ ସବୁବେଳେ ଓଡ଼ିଶା ହିଁ ଲେଖୁଥିଲୁ । କିନ୍ତୁ ଇଂରାଜୀ ଭାଷାରେ, ସମ୍ବିଧାନର ଭାଷା ତାଲିକାରେ ଓଡ଼ିଆକୁ ଓରିଆ...

  • 17/09/2015

ଅଗ୍ନିବେଶଙ୍କର ଅଗ୍ନିପରୀକ୍ଷା

୧୬-୩୧ ନଭେମ୍ବର ୨୦୧୧ ମନୋରଞ୍ଜନ ଦୁନିଆର ନାୟକ, ଖଳନାୟକ, ନାୟିକା, ଗାୟିକା ଓ ସୁନ୍ଦରୀ ମଡ଼େଲମାନଙ୍କର ସମାବେଶରେ ଆଜନ୍ମ ବ୍ରହ୍ମଚାରୀ ସ୍ୱାମୀ ଅଗ୍ନିବେଶ ଯୋଗଦେବା ଅନେକଙ୍କୁ ଆଚମ୍ବିତ...

  • 17/09/2015