ନବୀନ-ପ୍ୟାରୀ ଦୂରତା କମୁଛି!
ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ...
ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ...
ନୀଲମ୍ ସଂଜୀବ ରେଡ୍ଡୀ ବନାମ ଭି.ଭି.ଗିରି- ରାଷ୍ଟ୍ରପତି ନିର୍ବାଚନ ପରେ -ଏତେ ବିତର୍କିତ ରାଷ୍ଟ୍ରପତି ନିର୍ବାଚନ ଦେଖାଯାଇ ନଥିଲା- ଯାହା ପ୍ରଣବ ମୂଖାର୍ଜୀ ବନାମ ପୂର୍ଣ୍ଣ ଏ.ସାଙ୍ଗ୍ମା...
ସଚିବାଳୟ ବଗିଚାରେ ପାରିଜାତ ଫୁୁଲର ବାସ୍ନାକୁ ଆଘ୍ରାଣ କରି ଆନନ୍ଦରେ ବିଭୋର ନବୀନ ଟି.ଭି. ପରଦାରେ ଦୃଶ୍ୟମାନ ହେବା- ଓଡ଼ିଶାର ଦର୍ଶକମାନଙ୍କ ପାଇଁ ଏକ ବିରଳ ଦୃଶ୍ୟ...
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାର ଆକାଂକ୍ଷାକୁ ସାଂଗମାଙ୍କ ମନରେ ଯେ ପ୍ରଥମେ ପ୍ରଜ୍ୱଳିତ କଲେ- ସେ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ.ଆଇ.ଡି.ଏମ୍.କେ(AIDMK)ର...
୧୬-୩୦ ଜୁନ୍, ୨୦୦୯ ଉପକୂଳ ଓଡ଼ିଶାରୁ କଂଗ୍ରେସ ଦଳର ଯେଉଁ ଲୋକସଭା ପ୍ରାର୍ଥୀଙ୍କୁ ବିଜୟଗୌରବ ପ୍ରାପ୍ତ ହୋଇଛି, ସେ ହେଉଛନ୍ତି ଶ୍ରୀକାନ୍ତ ଜେନା । କଂଗ୍ରେସ ବିରୋଧରେ...
୧୬-୩୦ ମେ, ୨୦୦୯ ଅରିଜିତ୍ ପଶାୟତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦରୁ ଇତ୍ୟବସରରେ ଅବସର ନେଇଛନ୍ତି (ଧରିତ୍ରୀ-୧୨/୫/୨୦୦୯) । କେହି କେହି କହିବା ଆରମ୍ଭ କରିଛନ୍ତି ଯେ...
୧୬-୩୦ ଏପ୍ରିଲ, ୨୦୦୯ ନିର୍ବାଚନ କମିଶନଙ୍କର କଟକଣା ଯୋଗୁଁ ଓଡ଼ିଶା ସରକାରଙ୍କ ତରଫରୁ ଉକ୍ରଳଦିବସ ପାଳନ ହୋଇପାରିଲା ନାହିଁ । ଯାହା ଫଳରେ ଉତ୍ସବର ଚାକଚକ୍ୟ ଅନୁଭୂତ...
ଏହା ଏକ ଚଳଚ୍ଚିତ୍ରର ନାଁ । ୨୦୦୮ବର୍ଷ ପାଇଁ ୮ଟି ଓସ୍କାର ପୁରସ୍କାର ପାଇ ଏକ ଚହଳ ସୃଷ୍ଟି କରିଛି । ଏହି ସଫଳତାକୁ ଭାରତୀୟମାନେ ସବୁଠାରୁ...
୧୬-୩୦ ମାର୍ଚ୍ଚ, ୨୦୦୯ ‘ସମଦୃଷ୍ଟି’ର ଚତୁର୍ଥ ସ୍ୱନକ୍ଷତ୍ର ପାଳନ ଅବସରରେ (୧ମାର୍ଚ୍ଚ,୨୦୦୯)ସଭାପତିତ୍ୱ କରୁଥିବା ଶ୍ରୀ ବୀରେନ୍ଦ୍ର କୁମାର ନାୟକ ତାଙ୍କର ଅଭିଭାଷଣରେ କହିଲେ, ‘ପନ୍ଦରବର୍ଷ ତଳେ ବିକଳ୍ପ...
ନାରୀ ସଶକ୍ତିକରଣର ଦୁଇଟି ପରସ୍ପର ବିରୋଧୀ ଦୃଶ୍ୟ । ଗୋଟିଏପଟେ ନିରକ୍ଷର, ଶ୍ରମଜୀବୀ, ସାଧାରଣ ଘରର ସ୍ତ୍ରୀଲୋକମାନଙ୍କର ମଦଭାଟି ଭାଙ୍ଗିବାର ଦୃଶ୍ୟ, ମଦବିରୋଧୀ ଆନେ୍ଦାଳନରେ ସକ୍ରିୟ ଅଂଶଗ୍ରହଣ...
ନିକଟ ଅତୀତରେ ‘ବିକଳ୍ପ ବିଶ୍ୱ’ ସ୍ତମ୍ଭରେ ଆମ ରାଜ୍ୟର ଏକ ଚିତ୍ର ଆମେ ପାଉ ଯାହାର ବର୍ଣ୍ଣନା ଏହିପରି: ‘ଦୁର୍ଭାଗ୍ୟର କଥା ଯେ ଆମ ରାଜ୍ୟରେ କ୍ରିୟା...
୧-୧୬ ଫେବୃୟାରୀ, ୨୦୦୯ ମନମୋହନ ସିଂହ ବହୁ ବିଷୟରେ ପ୍ରଥମ । ସେ ଭାରତର ପ୍ରଧାନମନ୍ତ୍ରୀ ଯିଏ ଲୋକସଭାର ସଦସ୍ୟ ନୁହନ୍ତି ବରଂ ରାଜ୍ୟସଭାର ସଦସ୍ୟ ।...
ବିଜ୍ଞାପନଦାତାଙ୍କ କବଳରେ ଗଣମାଧ୍ୟମ ଏକ ଚିନ୍ତାର ବିଷୟ ହୋଇ ଦେଖାଦେଲାଣି । ନିରପେକ୍ଷ, ସଠିକ୍ ଖବର ପାଇବାର ସମ୍ଭାବନା ସଙ୍କୁଚିତ ହେବାରେ ଲାଗିଲାଣି । ଏହା ଏକ...
୨୦ପୃଷ୍ଠାର ଖବରକାଗଜ ଖଣ୍ଡଟିଏ ପ୍ରକାଶ କରିବା ପାଇଁ ଖର୍ଚ୍ଚ – ଟ.୮.୫୦ପଇସା ଖବରକାଗଜର ପ୍ରଚ୍ଛଦ ମୂଲ୍ୟ – ଟ.୨.୫୦ପଇସା ଏହି ମୂଲ୍ୟ ଉପରେ ବିତରଣ ବାବଦ ଖର୍ଚ୍ଚ...