Bada

ଅସଫଳ ବିଶେଷଜ୍ଞ

୧୬-୩୧ ଜୁଲାଇ, ୨୦୦୮ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ – ସେତେବେଳେ ମୁଦ୍ରାସ୍ଫୀତି ପହଞ୍ଚôଗଲାଣି ପାଖାପାଖି ଶତକଡ଼ା ୧୨ରେ...

  • 17/09/2015

ଆମେରିକାପ୍ରେମୀ ଭାରତୀୟ

୧୬-୩୦ ଜୁନ୍, ୨୦୦୮ ଗଣମାଧ୍ୟମରେ ପ୍ରକାଶପାଇଛି ଯେ, ୨୦୦୨ ମସିହାରୁ ଯେତେବେଳେ ସାରା ପୃଥିବୀରେ ଆମେରିକାର ଭାବମୂର୍ତ୍ତି ନିମ୍ନଗାମୀ ହୋଇଛି ସେତେବେଳେ ଭାରତରେ ଆମେରିକାର ଜନପ୍ରିୟତାର ନାଟକୀୟ...

  • 17/09/2015

ବୁଶ୍ଙ୍କ ସପକ୍ଷରେ

ବିଶ୍ୱରେ ଖାଦ୍ୟାଭାବ ଚହଳ ପକାଇଛି । କାହିଁକ ଏପରି ହେଲା – ତା’ର କାରଣ ଖୋଜା ଚାଲିଛି । ପରିବେଶଗତ, ଜୈବଇନ୍ଧନ ପାଇଁ ଖାଦ୍ୟଶସ୍ୟର ବ୍ୟବହାର ଇତ୍ୟାଦିକୁ...

  • 17/09/2015

ବିଦୁ୍ୟତ କାଟ୍ ଓ ରାଜ୍ୟପାଳ

୧୬-୩୦ ମେ, ୨୦୦୮ ପଶ୍ଚିମବଙ୍ଗ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ରାଜଭବନରେ ବିଦୁ୍ୟତ୍ କାଟ ନିଦେ୍ର୍ଧଶ ଦେଇ କ୍ଷମତାସୀନ ସି.ପି.ଏମ୍. ଦଳର ସମାଲୋଚନାର ଶରବ୍ୟ ହେବା ଖବର ଗଣମାଧ୍ୟମରେ...

  • 17/09/2015

ରନô ପାଇଁ ଦଉଡ଼

୧-୧୬ ଫେବୃୟାରୀ, ୨୦୦୮ ଏବର୍ଷ ରନô ପାଇଁ ଦଉଡ଼ରେ କେହି ସଫଳ ହେଲେନାହିଁ । ପ୍ରତ୍ୟେକ ରାଜନୈତିକ ଦଳ ତା’ର ମୁଖିଆ ପାଇଁ ଏହି ରନô ଦାବି...

  • 17/09/2015

ବୃତ୍ତ ଓ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମରେ ଏକ ବୃତ୍ତ ଦିଆଯିବ ବୋଲି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସେଣ୍ଟ ଜନ୍ସ୍ କଲେଜ (St.John’s College)ର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି...

  • 17/09/2015

ଗୁପ୍ଚୁପ୍ ଓ ମୁଖ୍ୟମନ୍ତ୍ରୀ

୧-୧୬ଡିସେମ୍ବର, ୨୦୦୭ ଇତ୍ୟବସରରେ ମୁଖ୍ୟମନ୍ତ୍ରୀ ନବୀନବାବୁ ଢେଙ୍କାନାଳ ବସଷ୍ଟାଣ୍ଡରେ ଠିଆ ହୋଇ ଗୁପଚୁପ ବିକୁଥିବା ଯୁବକ ପାଖରେ ସାଧାରଣ ଲୋକଟି ଭଳି ପତର ଠୋଲାରେ ଗୁପଚୁପ ଖାଇ...

  • 17/09/2015

ସବୁ ଖାଲି ଉପଲକ୍ଷ୍ୟ

୧୬-୩୦ ନଭେମ୍ବର, ୨୦୦୭ ଜଣେ ରାଜନୈତିକ ବ୍ୟକ୍ତିଙ୍କର ପନôୀଙ୍କ ଦଶାହରୁ ଫେରି ବନ୍ଧୁ ମୋର କହିଲେ ‘ଆଶ୍ଚର୍ଯ୍ୟ କଥା ଯେ ସେଠାରେ ଶୋକର କୌଣସି ଗନ୍ଧ ହିଁ...

  • 17/09/2015

ବୁଦ୍ଧିଆ ଓ ବିରଞ୍ଚô

ବୁଦ୍ଧିଆ-ବିରଞ୍ଚô ପ୍ରସଙ୍ଗ ଇତ୍ୟବସରରେ ଖୁବ୍ ଚର୍ଚ୍ଚିତ ହୋଇଯାଇଛି । ବୁଦ୍ଧିଆକୁ ପୋଷ୍ୟପୁତ୍ର ଭାବେ ଦାବି କରୁଥିବା ବିରଞ୍ଚô ବିରୁଦ୍ଧରେ ବୁଦ୍ଧିଆର ଜନ୍ମକଲା ମା’ ବୁଦ୍ଧିଆ ଉପରେ ନିର୍ଯାତନାର...

  • 17/09/2015

ପୁରୁଷ-ନାରୀ ସଂଖ୍ୟାରେ ଆବଶ୍ୟକ ସନ୍ତୁଳନ

ଓଡ଼ିଶାରେ ଗତ କିଛିଦିନ ହେଲା କନ୍ୟାଭ୍ରୂଣ ହତ୍ୟା ପ୍ରସଙ୍ଗ ଗଣମାଧ୍ୟମକୁ ବେଶ୍ ଉତ୍ତପ୍ତ କରିରଖିଛି । ଘରୋଇ ନର୍ସିଂହୋମ୍ ଉପରେ ଚଢ଼ଉ, ଡାକ୍ତରମାନଙ୍କ ଗିରଫଦାରିରେ ପ୍ରଶାସନ ସକ୍ରିୟ...

  • 17/09/2015