ଇନ୍ଫୋସିସ୍ର ନାରାୟଣ ମୂର୍ତ୍ତି ହେବେ ଭାରତର ରାଷ୍ଟ୍ରପତି !

ଅବଦୁଲ କାଲାମଙ୍କ ପରେ ରାଷ୍ଟ୍ରପତି କିଏ ହେବ- ତା’ପାଇଁ ଲୋକ ଖୋଜା ଆରମ୍ଭ ହେଲାଣି । ରାଜନୈତିକ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ନ କରିବା ପାଇଁ ରାଜନୀତିରେ ସକ୍ରିୟ...

  • 16/09/2015

କ୍ରିକେଟପ୍ରେମୀଙ୍କ ପାଗଳାମି

ବଙ୍ଗଳାଦେଶଠାରୁ ଭାରତୀୟ କ୍ରିକେଟ ଦଳ ହାରିଗଲା । ଚହଳ ପଡ଼ିଲା । କି୍ରକେଟପ୍ରେମୀ ଏତେ ଉତ୍କ୍ଷିପ୍ତ ଯେ,କହିଲେ ଯଦି ସେହିଦିନ ଫେରିଥାନ୍ତେ ଭାରତୀୟଦଳ ଭାରତଭୂଇଁକୁ-ତା’ହେଲେ ସେମାନେ ତାଙ୍କୁ...

  • 16/09/2015

କୋର୍ଟ ପରିସରରେ ମାଡ଼

ନିଠାରୀ ନରକଙ୍କାଳ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ମନିନ୍ଦର ସିଂହ ପାନେ୍ଧର ଓ ତାଙ୍କର ଭୃତ୍ୟ ସୁରେନ୍ଦ୍ର କୋଲିଙ୍କୁ ସି.ବି.ଆଇ. କୋର୍ଟ ପରିସରରେ ଓକିଲ ଓ ଦେଖଣାହାରୀ ନିର୍ମମ...

  • 16/09/2015

ଚାପେଲଙ୍କୁ ମାଡ଼

୧-୧୬ ଫେବୃୟାରୀ ୨୦୦୭ ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲୀୟ କୋଚ୍ ଗ୍ରେଗ ଚାପେଲଙ୍କୁ ପୁଲିସ କର୍ଡନ ଭାଙ୍ଗି ଜଣେ ଯୁବକ ମାଡ଼ ମାରିବା ଘଟଣା ସାରା ଓଡ଼ିଶା...

  • 16/09/2015

ଗଣିତ ଅଧ୍ୟାପକଙ୍କର କ୍ରୋଧ

ଦକ୍ଷିଣ କୋରିଆର ଏକ ବୃତ୍ତ ହରାଇଥିବା ଗଣିତ ଅଧ୍ୟାପକ ଚହଳ ପକାଇଛନ୍ତି । ତାଙ୍କର ସ୍ୱପ୍ରକାଶିତ ପୁସ୍ତକ ‘udges, Who do You Think You Are?’(ବିଚାରପତିଗଣ,...

  • 12/09/2015

ରାସ୍ତାକଡ଼ରେ ମଦ୍ୟପାନ !

ଏକଦା ରକ୍ଷଣଶୀଳ ଓଡ଼ିଆ ସମାଜ ଯେ ଆଧୁନିକ ହୋଇଚାଲିଛି, ତା’ର ସଦ୍ୟତମ ପ୍ରମାଣ ହେଉଛି ରାସ୍ତାକଡ଼ ମଦଦୋକାନ ପାଖରେ ମଦ୍ୟପାନ କରିବା ପାଇଁ ଅନୁମତି । ପୂର୍ବରୁ...

  • 12/09/2015

ନବ୍ୟ ଉଦାର ଭାରତ

୧୮-୧୯ ଡିସେମ୍ବର ୨୦୧୦, ଦୁଇ ଦିନ ବ୍ୟାପି ଏକ ଆଲୋଚନାଚକ୍ର ଭୁବନେଶ୍ୱରସ୍ଥିତ ଜେଭିଅର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର କେନ୍ଦ୍ରୀୟ...

  • 12/09/2015

ଗାନ୍ଧୀ ଜୟନ୍ତୀ

ଗାନ୍ଧୀଙ୍କର ପ୍ରାସଙ୍ଗିକତା କେବଳ ଅଧ୍ୟୟନ, ଅଧ୍ୟାପନ ଓ ପ୍ରବଚନ ପାଇଁ ରହିଛି । ଏହା ସ୍ପଷ୍ଟ ହୁଏ ତାଙ୍କଉପରେ ହେଉଥିବା ବିଭିନ୍ନ ସଭା, ସେମିନାରରୁ । ସେ...

  • 12/09/2015

ନ୍ୟାୟପାଳିକା ଓ ଦୁର୍ନୀତି

୧-୧୫/୧୬-୩୦ ଅକ୍ଟୋବର, ୨୦୧୦ ୧୬ଜଣ ପୂର୍ବତନ ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ୮ଜଣ ନିଶ୍ଚିତଭାବରେ ଦୁର୍ନୀତିଗ୍ରସ୍ତ (definitely corrupt) ବୋଲି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ...

  • 12/09/2015

ବିସ୍ଥାପନକୁ ସମସ୍ତଙ୍କର ବିରୋଧ

ଓଡ଼ିଶା ହାଇକୋର୍ଟରେ ଇତ୍ୟବସରରେ ଓକିଲମାନେ ଆନେ୍ଦାଳନ କରିଛନ୍ତି ବିଚାରପତିଙ୍କର ବଦଳି ବିରୋଧରେ । ସେମାନଙ୍କର ଯୁକ୍ତିହେଉଛି ଯେ ତାଙ୍କର ବାର୍ ଆସୋସିଏସନ୍ ଚାହେଁ ନା ଯେ ତାଙ୍କ...

  • 12/09/2015