admin

ସସମ୍ମାନେ ଫେରୁଛି ମହାଜନି

୧୬-୩୧ଅକ୍ଟୋବର, ୨୦୦୭ ଗାଁ ଗଣ୍ଡାରେ ଦାରିଦ୍ର୍ୟ ଅବ୍ୟାହତ ରହିବାର ଏକ କାରଣ ଭାବେ ମହାଜନି ପ୍ରଥାକୁ ଚିହ୍ନଟ କରାଯାଇଥିଲା । ସାଧାରଣ ଲୋକର ଶୋଷଣ ପାଇଁ ମହାଜନକୁ...

  • 03/09/2015

କ୍ଲବ ନୁହେଁ କମ୍ପାନୀ

୧୬-୩୦ଜୁଲାଇ ୨୦୦୭ ଶାସନ ସହ ସମ୍ପୃକ୍ତ ଅଫିସରମାନେ ଏକ କ୍ଲବ କରି ସେଠାରେ ଆମୋଦ ପ୍ରମୋଦରେ କିଛି ସମୟ ଅତିବାହିତ କରିବା ଏକ ଔପନିବେଶିକ ପରମ୍ପରା ।...

  • 03/09/2015

ରାଷ୍ଟ୍ରପତି ପଦର ମର୍ଯ୍ୟାଦା କ୍ଷୁର୍ଣ୍ଣକରୁଛି କିଏ?

୧୬-୩୦ଜୁଲାଇ ୨୦୦୭ ରାଷ୍ଟ୍ରପତି ପଦ – ସମସ୍ତ ପ୍ରକାର ବିତର୍କର ଉଦ୍ଧ୍ୱର୍ରେ ରହୁ-ଏହି କଥା ବାରମ୍ବାର ଦୋହରାଉଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରତିଭା ପାଟିଲଙ୍କ ବିରୁଦ୍ଧରେ...

  • 03/09/2015

ଲୋକଙ୍କ ରାଷ୍ଟ୍ରପତି

୧-୧୬ ଜୁଲାଇ ୨୦୦୭ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱକୁ ନେଇ ଚାଲିଥିବା ବିତର୍କରେ ରାଷ୍ଟ୍ରପତି ଏ.ପି.ଜେ. କାଲାମ ମଧ୍ୟ ଟାଣି ହୋଇପଡ଼ିଛନ୍ତି । କଂଗ୍ରେସ ନେତୃତ୍ୱାଧିନ ଉପା,...

  • 11/12/2014

ମାୟାରେ ମାୟାୱତୀ

୧-୧୬ ଜୁନ୍ ୨୦୦୭ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସବୁ ଭବିଷ୍ୟବାଣୀକୁ ମିଥ୍ୟା ବୋଲି ପ୍ରମାଣିତ କରିଛି । ଝୁଲା ବିଧାନସଭାକୁ ଅପେକ୍ଷା କରିଥିବା ଜ୍ୟୋତିଷମାନେ ହତାଶ ହୋଇଛନ୍ତି...

  • 11/12/2014

କ୍ଷୁଦ୍ର ଋଣଦ୍ୱାରା ଦାରିଦ୍ର୍ୟ ବୃଦ୍ଧି! ସ୍ୱୟଂ ସହାୟକ ଗୋଷ୍ଠୀକୁ ସାବଧାନ!

୧-୧୬ ମଇ ୨୦୦୭ କ୍ଷୁଦ୍ରଋଣର ଧାରଣା ବଙ୍ଗଳାଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କର । ଏହି ଧାରଣାର ସ୍ରଷ୍ଟା ହୋଇଥିବାରୁ ତାଙ୍କୁ ଏବେ ଦିଆଯାଇଛି ନୋବେଲ ଶାନ୍ତି ପୁରସ୍କାର...

  • 11/12/2014

ସଂରକ୍ଷିତବର୍ଗ ସାବଧାନ

୧-୧୬ ମଇ ୨୦୦୭ ଗୁଜରାଟର ଜଣେ ଆଦିବାସୀ ସାଂସଦ ବାବୁଭାଇ କଟାରା ଜଣେ ପଞ୍ଜାବୀ ମହିଳାଙ୍କୁ ନିଜର ପନôୀ ଓ ଏହି ମହିଳାଙ୍କର ସମ୍ପର୍କୀୟଙ୍କୁ ନିଜର ପୁଅ...

  • 11/12/2014

ରାହୁଳ ଉବାଚ

୧-୧୬ ଏପ୍ରିଲ ୨୦୦୭ ରାହୁଳ ଗାନ୍ଧୀ ଭାରତର ଭାବି ପ୍ରଧାନମନ୍ତ୍ରୀ । ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରସଭାମାନଙ୍କରେ ତାଙ୍କୁ ସେହିଭଳି ହିଁ କଂଗ୍ରେସ ଦଳ ପରିବେଷଣ କରୁଛି...

  • 11/12/2014

ସବା ତଳ ଲୋକ ବିଚାରରେ ରହୁ

ଭିଟାମାଟି ଛାଡ଼ିବେ ନାହିଁ । ସରକାର ତାଙ୍କୁ କିନ୍ତୁ କରୁଛନ୍ତି ବାଧ୍ୟ । ସେମାନେ ବହୁତ ନେହୁରା ହେଲେ – ଗୁହାରୀ କଲେ । ଦୁର୍ବଳ ହିଁ...

  • 11/12/2014

ସୁବର୍ଣ୍ଣ ଯୁଗ ଫେରିବ

‘ବିଦେଶୀ ନାଗରିକ ଜିଲ୍ଲାପାଳ ହେବେ’ – ଧରିତ୍ରୀ (ତା ୨୫/୨/୨୦୦୭) ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଶିରୋନାମା ଅନେକେ ଦେଖିଥିବେ । ଯେଉଁମାନେ ଏବେବି ବ୍ରିଟିଶ ଶାସନ...

  • 11/12/2014