ମାୟାରେ ମାୟାୱତୀ
୧-୧୬ ଜୁନ୍ ୨୦୦୭ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସବୁ ଭବିଷ୍ୟବାଣୀକୁ ମିଥ୍ୟା ବୋଲି ପ୍ରମାଣିତ କରିଛି । ଝୁଲା ବିଧାନସଭାକୁ ଅପେକ୍ଷା କରିଥିବା ଜ୍ୟୋତିଷମାନେ ହତାଶ ହୋଇଛନ୍ତି...
୧-୧୬ ଜୁନ୍ ୨୦୦୭ ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ସବୁ ଭବିଷ୍ୟବାଣୀକୁ ମିଥ୍ୟା ବୋଲି ପ୍ରମାଣିତ କରିଛି । ଝୁଲା ବିଧାନସଭାକୁ ଅପେକ୍ଷା କରିଥିବା ଜ୍ୟୋତିଷମାନେ ହତାଶ ହୋଇଛନ୍ତି...
୧-୧୬ ମଇ ୨୦୦୭ କ୍ଷୁଦ୍ରଋଣର ଧାରଣା ବଙ୍ଗଳାଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କର । ଏହି ଧାରଣାର ସ୍ରଷ୍ଟା ହୋଇଥିବାରୁ ତାଙ୍କୁ ଏବେ ଦିଆଯାଇଛି ନୋବେଲ ଶାନ୍ତି ପୁରସ୍କାର...
୧-୧୬ ମଇ ୨୦୦୭ ଗୁଜରାଟର ଜଣେ ଆଦିବାସୀ ସାଂସଦ ବାବୁଭାଇ କଟାରା ଜଣେ ପଞ୍ଜାବୀ ମହିଳାଙ୍କୁ ନିଜର ପନôୀ ଓ ଏହି ମହିଳାଙ୍କର ସମ୍ପର୍କୀୟଙ୍କୁ ନିଜର ପୁଅ...
୧-୧୬ ଏପ୍ରିଲ ୨୦୦୭ ରାହୁଳ ଗାନ୍ଧୀ ଭାରତର ଭାବି ପ୍ରଧାନମନ୍ତ୍ରୀ । ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରସଭାମାନଙ୍କରେ ତାଙ୍କୁ ସେହିଭଳି ହିଁ କଂଗ୍ରେସ ଦଳ ପରିବେଷଣ କରୁଛି...
ଭିଟାମାଟି ଛାଡ଼ିବେ ନାହିଁ । ସରକାର ତାଙ୍କୁ କିନ୍ତୁ କରୁଛନ୍ତି ବାଧ୍ୟ । ସେମାନେ ବହୁତ ନେହୁରା ହେଲେ – ଗୁହାରୀ କଲେ । ଦୁର୍ବଳ ହିଁ...
‘ବିଦେଶୀ ନାଗରିକ ଜିଲ୍ଲାପାଳ ହେବେ’ – ଧରିତ୍ରୀ (ତା ୨୫/୨/୨୦୦୭) ଖବରକାଗଜର ପ୍ରଥମ ପୃଷ୍ଠାରେ ଏହି ଶିରୋନାମା ଅନେକେ ଦେଖିଥିବେ । ଯେଉଁମାନେ ଏବେବି ବ୍ରିଟିଶ ଶାସନ...
ଧନୀ ଗରିବ ଭିତରେ ପାର୍ଥକ୍ୟକୁ କମାଇବା ହିଁ ସମତା ବିଚାରର ମୂଳ କଥା ବୋଲି ତତ୍ତ୍ୱବିଦ୍ମାନେ କହନ୍ତି । କିନ୍ତୁ ଏଥିପାଇଁ ଯେ ସମତାର ଆବଶ୍ୟକତା ରହିଛି...
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନୀତିଶଙ୍କୁ ପଛରେ ପକାଇ ନବୀନ ନମ୍ବର ୱାନ ବୋଲି ସମ୍ବାଦ (ଧରିତ୍ରୀ – ୨୪/୧/୨୦୦୭) ବେଶ୍ ଚର୍ଚ୍ଚିତ ହେଉଛି । ବିହାର ଓ...
ମଦ ଉପରେ କଟକଣାକୁ ଶେଷରେ ଗୁଜୁରାଟର ମୋଦୀ ସରକାର କୋହଳ କଲେ । ରାଜ୍ୟର ଶିଳ୍ପ ମନ୍ତ୍ରୀ ଅନୀଲ ପଟେଲ ଏତ୍ଦ୍ୱାରା ଖୁବ୍ ଉଲ୍ଲସିତ । ଏହାଦ୍ୱାରା...
୨୦୦୬ ଆରମ୍ଭ ହେଲା ଗଣହତ୍ୟାରୁ । ୨ଜାନୁଆରୀ ଦିନ ଭିଟାମାଟିର ସୁରକ୍ଷା କରୁ କରୁ ଯାଜପୁର ଜିଲ୍ଲାର କଳିଙ୍ଗନଗରର ତେରଜଣ ନିରୀହ ଆଦିବାସୀ ପୁଲିସ ଗୁଳିରେ ଟଳିପଡ଼ିଲେ...