admin
ପ୍ରାଥମିକ ଶିକ୍ଷାରୁ ଗଣିତକୁ ବିଦାୟ!
କିଏ ବିଶ୍ୱାସ କରିବ ଯେ ଏପରି ଏକ ଉଦ୍ୟମ ଏକଦା ହୋଇଥିଲା, ତାହା ପୁଣି ବିଂଶ ଶତାବ୍ଦୀର ତୃତୀୟ ଦଶକରେ, ୧୯୨୯ ମସିହାରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ...
ନବୀନ-ପ୍ୟାରୀ ଦୂରତା କମୁଛି!
ବିଜେଡ଼ି ସମର୍ଥôତ ରାଷ୍ଟ୍ରପତି ପ୍ରାର୍ଥୀ ପି.ଏ.ସାଙ୍ଗ୍ମାଙ୍କୁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦ ଭୋଟ ଦେବାରେ ନିଲମ୍ବିତ ବିଜେଡ଼ି ସଦସ୍ୟମାନେ କେଉଁ ଭୂମିକା ଗ୍ରହଣ କରିବେ-ଏହି ପରିପ୍ରେକ୍ଷୀରେ...
କେତେ ଆଦିବାସୀ ସାଙ୍ଗ୍ମା!
ନୀଲମ୍ ସଂଜୀବ ରେଡ୍ଡୀ ବନାମ ଭି.ଭି.ଗିରି- ରାଷ୍ଟ୍ରପତି ନିର୍ବାଚନ ପରେ -ଏତେ ବିତର୍କିତ ରାଷ୍ଟ୍ରପତି ନିର୍ବାଚନ ଦେଖାଯାଇ ନଥିଲା- ଯାହା ପ୍ରଣବ ମୂଖାର୍ଜୀ ବନାମ ପୂର୍ଣ୍ଣ ଏ.ସାଙ୍ଗ୍ମା...
ପାରିଜାତରୁ ଭୋଜିଭାତ
ସଚିବାଳୟ ବଗିଚାରେ ପାରିଜାତ ଫୁୁଲର ବାସ୍ନାକୁ ଆଘ୍ରାଣ କରି ଆନନ୍ଦରେ ବିଭୋର ନବୀନ ଟି.ଭି. ପରଦାରେ ଦୃଶ୍ୟମାନ ହେବା- ଓଡ଼ିଶାର ଦର୍ଶକମାନଙ୍କ ପାଇଁ ଏକ ବିରଳ ଦୃଶ୍ୟ...
ସଙ୍ଗାତ ସାଙ୍ଗ୍ମା
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବାର ଆକାଂକ୍ଷାକୁ ସାଂଗମାଙ୍କ ମନରେ ଯେ ପ୍ରଥମେ ପ୍ରଜ୍ୱଳିତ କଲେ- ସେ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ.ଆଇ.ଡି.ଏମ୍.କେ(AIDMK)ର...
ବିଜୁ ପରିବାର
୧-୧୫ ଜୁଲାଇ ୨୦୧୨ ବିଜୁ ପରିବାରବିଜୁ ଅନୁରକ୍ତ ଓ ଏହି ଅନୁରକ୍ତିରୁ ବିଜୁ ଜନତାଦଳକୁ ଦୀର୍ଘ ବାରବର୍ଷ ଧରି ମାର୍ଗଦର୍ଶନ କରାଇ ଆସୁଥିବା ପ୍ୟାରୀମୋହନ ମହାପାତ୍ର, ବିଜେଡ଼ିରୁ...
କଳାକାର ସଚିନ୍
ସଚିନ ତେନ୍ଦୁଲକର ରାଜ୍ୟସଭାର ମନୋନୀତ ସଭ୍ୟଭାବେ ଶପଥ ଗ୍ରହଣ କରିବା ପରେ ସରକାରୀ ବାସଗୃହ ନେବେନାହିଁ ବୋଲି ଘୋଷଣା କରି ଅନେକଙ୍କୁ ଅଭିଭୂତ କରିଦେଇଛନ୍ତି । ଦି...
ବିଭାଜିତ ନନ୍ଦିନୀ
ନନ୍ଦିନୀ ଶତପଥୀ- ଓଡ଼ିଶାର ଏଯାବତ୍ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ- ଯଦିଓ ସେ ନିଜକୁ ଏକ ମହିଳା ଅପେକ୍ଷା ଜଣେ ବ୍ୟକ୍ତିଭାବେ ପରିଚିତ ହେବାକୁ ଅଧିକ ପସନ୍ଦ କରୁଥିଲେ...
ପ୍ୟାରୀମୋହନ ଓ ଜ୍ଞାନ ପଟ୍ଟନାୟକ
୨୦୦୯ରୁ ତାଙ୍କ ବିରୋଧୀମାନେ ସକ୍ରିୟ ହେଲେଣି ବୋଲି ପ୍ୟାରୀବାବୁ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରମାନଙ୍କରେ କହି ଆସୁଛନ୍ତି । ଏହା ପୂର୍ବରୁ ସେମାନେ ଯେ ଚେଷ୍ଟା କରୁନଥିଲେ- ସେପରି...