Education

ଉଚ୍ଚଶିକ୍ଷାର ପଦ ଅବନତି

ଉଚ୍ଚଶିକ୍ଷା ବିଭାଗ, ନିକଟରେ ହୋଇଯାଇଥିବା ଓଡ଼ିଶା ମନ୍ତ୍ରିମଣ୍ଡଳରେ ଅଦଳବଦଳ ବେଳେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଦାୟିତ୍ୱରୁ ଖସିଯାଇ ରାଷ୍ଟ୍ରମନ୍ତ୍ରୀଙ୍କ ଅଧିନକୁ ଚାଲିଯିବା-ପ୍ରମାଣ କରୁଛି ଯେ ଏହି ବିଭାଗ ଏକ...

  • 11/09/2015

କପି

ଏ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡ଼ ଦ୍ୱାରା ହୋଇଯାଇଥିବା ପରୀକ୍ଷାରେ ପ୍ରଚୁରମାତ୍ରାରେ କପି ହୋଇଛି ବୋଲି ଗଣମାଧ୍ୟମ ଉଠୁଛିପଡ଼ୁଛି । ଅବଶ୍ୟ ଧରାପଡ଼ିଥିବା ପରୀକ୍ଷାର୍ଥୀ ପରୀକ୍ଷାରେ ବସିଥିବା...

  • 11/09/2015

ଯୁବ-ଛାତ୍ରଙ୍କୁ ଉସୁକାଣି

ମୁଖ୍ୟଧାରାର ରାଜନୈତିକ ଦଳମାନଙ୍କ କର୍ତ୍ତୃତ୍ୱ ଥିବା ଯୁବ-ଛାତ୍ର ଗୋଷ୍ଠୀ ଇତ୍ୟବସରରେ ଆମ ରାଜ୍ୟରେ ସକ୍ରିୟ ହୋଇପଡ଼ିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦରୁ ଜଣାପଡ଼ୁଛି । ବିଜୁ ଜନତା...

  • 11/09/2015

କେଉଁ ଦିନ ଆସିବେ ଅମିତାଭ ବଚ୍ଚନ?

ଇତ୍ୟବସରରେ ଅରୁନ୍ଧତୀ ରାୟ, ନନ୍ଦିତା ଦାସଙ୍କ ଭଳି ବହୁ ଆକର୍ଷଣୀୟ ବ୍ୟକ୍ତିତ୍ୱମାନେ ଭୁବନେଶ୍ୱର ଆସି ଆମଦେଶର ସାମାଜିକ, ରାଜନୈତିକ, ଅର୍ଥନୈତିକ ଅବସ୍ଥା ଉପରେ ଆଲୋକପାତ କରି ନାନା...

  • 11/09/2015

ଯୁବ-ଛାତ୍ର ସମାବେଶ

୧୬-୩୦ ଡିସେମ୍ବର, ୨୦୧୦ ଇତ୍ୟବସରରେ ରାଜଧାନୀରେ କେତୋଟି ଯୁବ-ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତାଦଳର ଏକ ସମାବେଶ ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ...

  • 11/09/2015

ଶିକ୍ଷାଋଣ ଓ ବେକାରୀ

ଚାଷ ପାଇଁ ଋଣ ଦେଇ, ଆଶାନୁରୂପ ଉପôାଦନ ନ କରିପାରିବା ବା ଉପôାଦିତ ଦ୍ରବ୍ୟ ପାଇଁ ଆଶାନୁରୂପ ବଜାର ନ ପାଇବା ଯାହା, ଶିକ୍ଷା ଋଣ ନେଇ...

  • 11/09/2015

ଦନ୍ତ କାଉନ୍ସିଲ୍ ଦାନ୍ତ

ଦନ୍ତ କାଉନସିଲ (Dental Council of India) ଇତ୍ୟବସରରେ ରାଜ୍ୟର ଅଗ୍ରଣୀ ମେଡ଼ିକାଲ କଲେଜ ଓ ହସପିଟାଲର ବିଡ଼ିଏସ୍ ପାଠ୍ୟକ୍ରମ ପାଇଁ ଥିବା ୫୦ଟି ସିଟ୍ରୁ ୩୦ଟି...

  • 11/09/2015

କୁଳପତି ଚୟନ

ବିଶ୍ୱବିଦ୍ୟାଳୟ କୁଳପତି ପଦ ପାଇଁ ଖବରକାଗଜ ଜରିଆରେ ଦରଖାସ୍ତ ଆହ୍ୱାନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ପୂର୍ବରୁ ଯିଏ ତା’ର ବାୟୋଡାଟା ନେଇ ଚୟନ...

  • 11/09/2015